Presenting Odia Album Song Re Samaya Lyrics which is a odia sad song sung by Humane Sagar. The Lyrics of the song is written by Rakesh Dash and music of the song is composed by Somesh Satpathy.

ମନ ଆଜି ମୋ କାନ୍ଦେ ବିଚାରା
ତୋ ପ୍ରେମ ପାରୁନି ସେ ଭୁଲି
ବାଟ ଘାଟରେ ଚାଲିଗଲେ ମୁଁ
ତୋ ସ୍ମୃତି ଦୋଉଛି ମୁଁ ଜାଳି
କାହିଁକି ସମୟ, ହେଉ ନିର୍ଦ୍ଦୟ
ମୋ ହାତରୁ ଖସିଯାଉ ଚୋରା ବାଲିଟେ ପରି
ରେ ସମୟ, ରେ ହୃଦୟ
ଯା ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯା ତାକୁ ଭୁଲି ଯିଏ ଦେଇଛି ବିଦାୟ
ମନ ଥିଲା ମୋର ବାଆଁରା ପକ୍ଷୀ
ତୁ ଆସି ନେଲୁ ଡାକି
ଚାଲୁ ଚାଲୁ ପୁଣି ଅଧା ବାଟରେ
ହାତ ଛାଡି ଦେଲୁ ଠକି
କାହିଁକି ଜୀବନ ଖେଳୁ ଛକି ଶୂନ
ପ୍ରେମ ବୋଧେ ଲେଖା ଥିଲା ଏତିକି ଭାଗ୍ୟରେ
ରେ ସମୟ, ରେ ହୃଦୟ
ଯା ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯା ତାକୁ ଭୁଲି ଯିଏ ଦେଇଛି ବିଦାୟ
ଯୋଉ ଆଖି ତତେ ଭରସା କଲା
ସେ ଆଖିରେ ସ୍ୱପ୍ନ ଭରି
ଜୀଇବାକୁ କଥା ଦେଇକି ମତେ
ଅକାରଣେ ଦେଲୁ ମାରି
ଆଜି ଏ ପୃଥିବୀ ଲାଗେରେ ବିଧବା
ଜଳିଗଲା ପ୍ରେମ ଚିତା, ସ୍ମୃତିର ଯୂଇରେ
ରେ ସମୟ, ରେ ହୃଦୟ
ଯା ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯା ତାକୁ ଭୁଲି ଯିଏ ଦେଇଛି ବିଦାୟ
♪ Song Credits ♪
►Cast-Sambhav, Prakruti & Sanjib
►Singer- Humane Sagar
►Music, – Somesh satpathy
►Lyric,-Rakesh Dash
►Rhythm : Christo
►Arrangement – Subun
►Flute- Abhiram Nanda