Presenting Odia Album Song Tu Maridelu Mate Re Lyrics which is a odia sad song sung by Humane Sagar. The Lyrics of the song is written by Susant Malik and music of the song is directed by Binayaka Panda.

ହୋ…..ହୋ……
କେତେ ଆଉ ଦୁଃଖ ଦବୁ, ଏଇ ମୋ ଛାତିରେ
କେତେ ବସି କାନ୍ଦିବି ମୁଁ ତୋ ପାଇଁ ସାଥିରେ
ଓ…କେତେ ଆଉ ଦୁଃଖ ଦବୁ, ଏଇ ମୋ ଛାତିରେ
କେତେ ବସି କାନ୍ଦିବି ମୁଁ ତୋ ପାଇଁ ସାଥିରେ
ମୋ ଭଲପାଇବାରେ ଥିଲା କୋଉଠି ଊଣା
ଭଲପାଇ ଭୁଲିଗଲୁ କରିଲୁ ମତେ ଘୃଣା
ତୁ ଭଲପାଇ ନ ଥିଲୁ ବୋଲି କହିଦେ ଥରେ
ତୁ ମାରିଦେଲୁ ମାରିଦେଲୁ ମାରିଦେଲୁ ମତେ ରେ
ତୁ ମାରିଦେଲୁ ମାରିଦେଲୁ ମାରିଦେଲୁ ମତେ ରେ
ଆଖିଲୁହ ଲହୁ ହେଇ ଛାତିରେ ମିଶୁଛି
ହସିବାର ଇଚ୍ଛା ନଥିଲେ ବି ମୁଁ
ବାଧ୍ୟରେ ହସୁଛି
ଭଲପାଇଥିଲି ବୋଲି ଭଲ ଦେଲୁ ଖୁସି
ଡାହାଣୀଟେ ଥିଲୁ ବୋଧେ ରକ୍ତ ନେଇଗଲୁ ଶୋଷି
ତତେ ରଖିଥିଲି ମୋର ନିଶ୍ୱାସେ ପ୍ରଶ୍ୱାସେ
ଦେଲୁ ଏତେ ଯନ୍ତ୍ରଣା ଯେ, ସବୁ ଝାପସା ଝାପସା ଦିଶେ
ନିରୀହ ଏ ମନଟାକୁ କଷ୍ଟ ଦେଲୁ ଏତେରେ
ତୁ ମାରିଦେଲୁ ମାରିଦେଲୁ ମାରିଦେଲୁ ମତେ ରେ
ତୁ ମାରିଦେଲୁ ମାରିଦେଲୁ ମାରିଦେଲୁ ମତେ ରେ
ପ୍ରେମିକ ହେଇ ମୁଁ ତୋର କି ଲାଭ ପାଇଲି
ଅଳ୍ପ ଟିକେ ଖୁସି ପାଇ ଲୁହ ଅନେକ ପିଇଲି
କରୁଥିଲୁ ଅଭିନୟ ଜାଣି ମୁଁ ପାରିଲିନି
ଛଳନାର ମୁଖା ପିନ୍ଧିଥିଲୁ ପାରିଲିନି ଚିହ୍ନି
ତୁ ଯାଲୋ ଚାଲିଯା ଆସିବୁନି ଆଉ ଫେରି
ଭାବିନେବି ମରିଗଲା ମୋ ସ୍ନେହଁର ଶାରୀ
ମୋ ଜୀବନକୁ ଜାଳିଦେଇ ରହିଗଲୁ ଶାନ୍ତିରେ
ତୁ ମାରିଦେଲୁ ମାରିଦେଲୁ ମାରିଦେଲୁ ମତେ ରେ
ତୁ ମାରିଦେଲୁ ମାରିଦେଲୁ ମାରିଦେଲୁ ମତେ ରେ
Song Credits:
Tu Maridelu
Singer: Humane Sagar
Lyricist: Susant Malik
Music Director: Binayaka Panda
Starring : Sradha Panigrahi, Nishi, Deepak Jena, Smruti R
Arrangement and Programming : Jaga JD
Rhythm :Palak Ajay
Dubbing mixing Mastering : Milan Studio