Watch the Full Odia love Song Tike Hasidelu Tu. This song is Featured by Aswin Tripathy & Prerna. Produced by Subash Das & Suvam Mohanty, sung by Humane Sagar & Diptirekha Padhi. Directed by Amit Nayak, and Music Directed by Bimugdha Das.

ଟିକେ ହସିଦେଲୁ ତୁ
ଟିକେ ଚାହିଁଦେଲୁ ତୁ
ଟିକେ ଛୁଇଁଦେଲୁ ତୁ
ସଜ ସଜ ଲାଗୁ ତୁ
ନା…ନା…ନା….
ହୋ ଟିକେ ହସିଦେଲୁ ତୁ
ଟିକେ ଚାହିଁଦେଲୁ ତୁ
ଟିକେ ଛୁଇଁଦେଲୁ ତୁ
ସଜ ସଜ ଲାଗୁ ତୁ
ପ୍ରେମ ହେଲା ପରି ପରି କିଛି କିଛି ହୁଏ
ମୋ ହୃଦୟ ମୋ ସ୍ପନ୍ଦନ ତତେ ଝୁରି ମରେ
ହାଏ ହାଏ ମୁଁ ହାଏ, ତୋ ପ୍ରେମରେ ଝୁମି ଗଲିରେ
ହାଏ ହାଏ ମୁଁ ହାଏ, ତୋ ପ୍ରେମରେ ଝୁମି ଗଲିରେ
ଏକା ଥିଲା ମୋର ଜୀବନ ଅଧା ଥିଲା ରାତି ସପନ
ତୋ ପାଇଁ ଭରିଗଲା ରଙ୍ଗ ଫଗୁଣ
ହଁ ଧିମା ଧିମା ମୋର ହୃଦୟ ମନ ହେଲା ଆଜି ଅଥୟ
ତୋ ପାଇଁ ପ୍ରେମ ମୋର ହେଲା ଛଗୁଣ
ହୋ ଜହ୍ନ ଉଏଁ ଆକାଶରେ ତାରା ସାଥି ମେଳେ
ତୋ ଗୀତରେ ତୋ ସୁରରେ ଜ୍ୟୋତ୍ସ୍ନା ଢାଳି ଦିଏ
ହାଏ ହାଏ ମୁଁ ହାଏ, ତୋ ପ୍ରେମରେ ଝୁମି ଗଲିରେ
ହାଏ ହାଏ ମୁଁ ହାଏ, ତୋ ପ୍ରେମରେ ଝୁମି ଗଲିରେ
ମୁଁ ତୋଟା ଅଭିସାରିକା, ତୋ ଲତାର ମୁଁ ଲତିକା
ଜୀବନେ ସାଜିଗଲି ତୋର ନାୟିକା
ହୋ ଆକାଶଟା ତୋଫା ଚନ୍ଦ୍ରମା
ତୁ ନଶିଲି ନୀଳ ନୟନା
ତୁ ପାଖେ ପାଖେ ଥିଲେ ସରେ ଭାବନା
କଦମ୍ବର ଫୁଲ ଏଠି ବାସ୍ନା ଛିଞ୍ଚି ଯାଏ
ଭିଜି ଭିଜି ଆମ ପ୍ରେମ କେତେ ଖୁସି ହୁଏ
ହାଏ ହାଏ ମୁଁ ହାଏ, ତୋ ପ୍ରେମରେ ଝୁମି ଗଲିରେ
ହାଏ ହାଏ ମୁଁ ହାଏ, ତୋ ପ୍ରେମରେ ଝୁମି ଗଲିରେ..
Song Credits:
Song: Tike Hasidelu Tu (Music Video)
Singer: Humane Sagar & Diptirekha Padhi
Lyrics: Tunu Pattanayak
Music: Bimugdha Das
Star Cast: Aswin Tripathy & Prerna
Producer: Subash Das & Suvam Mohanty
Directed By: Amit Nayak