Presenting The Odia Romantic Full Music Video Song Chameli Hai Hai casting by Omm & Sangita & Aru. This Song Sung By Humane Sagar, This Beautiful Romantic Track Penned By Janmejaya Panda, Music by Bimugdha Das.

କାଚମାର୍କା ଚେହେରା ତା ଛାତିକୁ ରଗଡି ଗଲା
ହାର୍ଟବିଟ୍ ଆପେ ଆପେ ଶହେକୁ କ୍ରସ୍ କଲା
କାଚମାର୍କା ଚେହେରା ତା ଛାତିକୁ ରଗଡି ଗଲା
ହାର୍ଟବିଟ୍ ଆପେ ଆପେ ଶହେକୁ କ୍ରସ୍ କଲା
ରାଜି ହେଇଗଲେ ଥରେ, କହିଦେବି ତମ ଘରେ…(୨)
ଯୋଡି ଆମର ହେଇଗଲାଣି ଖୋଜ ନାଇଁ ଜ୍ୱାଇଁଟିଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
କମର ଯେବେ ଲଚକେଇକି, ଆଗରେ ଯାଉ ତୁ ଚାଲି
ବିନା ଛୁରୀରେ ଛାତି ଭିତରେ ଦରଜ ଦଉ ତୁ ଖାଲି
ଚଗଲି ଝିଅ କାହିଁକି କହ ଷ୍ଟାଇଲ୍ ମାରୁଛୁ ଡେଲି
ଫୁଟାଣି ତୋର ଦେଖିଲେ ଲାଗେ ଅମ୍ବାନି ଘରୱାଲି
ଭାଉ ଖାଆନା ଏତେ, ରାଣୀ କରିନେବି ତତେ…(୨)
ବୁଝିଯା ଟିକେ ମନ ଭିତର ଧକ ଧକ ହୁଏ ଏତେ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଦେହରେ ତୋର ମାଖି ଅତର ଚାଲୁ ତୁ ଫେସନ୍ ବାଲି
ମହକି ଯାଏ ସାହିଟା ଯାକ ଦେଖି ତୋ ଜବାନି ମଲି
ଛଟକି ଛୋରୀ ମିଟକି ମାରି ସବୁ କହିବ ବୋଲି
ଦିୱାନା ହୁଏ କ୍ୟୁଟିପାଏ ପ୍ରେମର ପସରା ମେଲି
କାଇଁ ଦେଖୋଉଛୁ ରଙ୍ଗ ଠାରି ଦେଇ ଥରେ ମାଗ….(୨)
ତୋଳିଦେବି ମୁଁ ଜହ୍ନ ଯଦି ମନ ତୋର ଚାହେଁ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
ଚାମେଲି ହାଏ ହାଏ, ଏ ଚାମେଲି ହାଏ ହାଏ ହାଏ
Song Credits:
Song: Chameli Hai Hai (Music Video)
Casting: Omm & Sangita & Aru
Singer: Humane Sagar
Lyrics: Janmejaya Panda
Music: Bimugdha Das