Presenting Sefali Lyrics which is a odia song sung by Kuldeep Pattanaik & Arpita Choudhury. The music of the song is composed by Somesh Satpathy and the lyrics is written by Rakesh Dash. Its a Adarsh Entertainment production banner.

ତୋ ଗଳିର ସେପାଖେ ଶେଫାଳି ଫୁଟିଲେ
ମୋ ଗଳିରେ ଆସି ବାସେ
ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ
ମୋ ପୃଥିବୀ ଟିକେ ଝଲସି ଉଠେ
ହେୟି ୟେ…
ତୋ ଗଳିର ସେପାଖେ ଶେଫାଳି ଫୁଟିଲେ
ମୋ ଗଳିରେ ଆସି ବାସେ
ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ
ମୋ ପୃଥିବୀ ଟିକେ ଝଲସି ଉଠେ
ଲାଜରେ ଆଖି ନୁଆଇଁ ଧୀରେ ଧୀରେ ଚାଲେ ଖାଲି
ଦୁନିଆ ଗଲେରେ ଯାଉ ଟିକିଏ ଈର୍ଷାରେ ଜଳି
ତୁ ପାଖେ ଥିଲେ ମୋର
ମନ ତ କିଛି ଚାହେଁନା…
ହୋ..ହୋ….ହୋ….
ରଙ୍ଗ ଏତେ କାଇଁ ଢାଳିଲୁ
ମୁଁ ସେ ରଙ୍ଗରେ ଆଜି ତ ଓଦା
ଯେତେ ପ୍ରେମ କଲେ ସରୁନି
ସବୁ ଲାଗେରେ ଆଜି ଅଧା ଅଧା….(୨)
ହରିଣି ଚାହାଣୀ ତୋର ନିଦକୁ କରିଛି ଚୋରି
ଲାଗୁଛି ଏମିତି କାଇଁ ପ୍ରେମରେ ଯିବି ମୁଁ ମରି
ତୁ ପାଖେ ଥିଲେ ମୋର ଏ ମନ କିଛି ବୁଝେନା…
ହୋ..ହୋ….ହୋ….
ଭଲ ଏତେ କାଇଁ ପାଇଲୁ
ମୁଁ ଘୁରି ବୁଲେ ତୋ ଘର ପାଖେ
ସଜ ଏତେ କାଇଁ ହଉରେ
ତତେ ଦେଖିବାକୁ ଏ ଆଖି ଥକେ…..(୨)
ଦୁଆର ସେପାଖେ ରହି ଯେବେ ତତେ ଦିଏ ଚାହିଁ
ଏମିତି କାହିଁକି ଲାଗେ ସବୁକିଛି ଯାଏ ପାଇ
ତୁ ପାଖେ ଥିଲେ ମୋର ମନ କିଛି ତ ମାଗେନା
ହୋ..ହୋ….ହୋ….
Audio Credits:
Singers : Kuldeep Pattanaik , Arpita Choudhury
Music : Somesh Satpathy
Lyrics: Rakesh Dash
Keyboard Programming: Piku Rath
Rhythm : chrysto
Guitar: Dichen Nayak
Recorded Mixed Mastered at Somesh Studio
Dop – biswajit Kuldi
Editor- chikun
Hair makeup – prasant
Director – smruti r
Cast – armaan, sanmanita and abhijit tripathy
Production manager – nitesh kumar prusty
Location manager – sipu
Equipments – adarsh cine equipments