Presenting Odia Album Song Mahire Mahire Lyrics which is a odia love song sung by Abinash Dash & Lopamudra Dash. The Lyrics of the song is written by Satya Ranjan Bal and music of the song is also composed by Satya Ranjan Bal.

ହୋ..ହଁ….
ହଁ……ହଁ……
ଶର୍ମିଲି ଆଖିରେ ତୁ ଇସାରା ଦେଲୁରେ
ଶରଫିରା ମନକୁ ମୋ ଆପଣେଇ ନେଲୁରେ
ଶର୍ମିଲି ଆଖିରେ ତୁ ଇସାରା ଦେଲୁରେ
ଶରଫିରା ମନକୁ ମୋ ଆପଣେଇ ନେଲୁରେ
ହୋ…
ପ୍ରେମଋତୁ ପରି ଆସି ଗଲୁ ମତେ ଛୁଇଁରେ
ଆକାଶରେ ଉଡୁଛି ମୁଁ ପାଦ ଥାଇ ଭୂଇଁରେ
ମାହିରେ ମାହିରେ
ମାହିରେ ମାହିରେ
ତୁ ଥିଲେ ମୁଁ ଅଛି
ତୁ ନାହୁଁ ମୁଁ ନାହିଁରେ…
ମାହିରେ ମାହିରେ
ମାହିରେ ମାହିରେ
ତୁ ଥିଲେ ମୁଁ ଅଛି
ତୁ ନାହୁଁ ମୁଁ ନାହିଁରେ…
ଧୀରେ ଧୀରେ ପବନରେ ଜଗେଇଲୁ ତୁ
ପ୍ରେମ ଭରସା ତୋର
ଭଲ ଲାଗୁ ଲାଗୁ ଭଲ ପାଇବସିଲି
ତତେ କଲି ନିଜର
ହଁ ଯୋଉ ଭରସାରେ ମତେ ଦେଇଛୁ ମନ
ରଖିବି ସେ ଭରସାକୁ ସାରା ଜୀବନ
ଏମିତି ଭିଜେଇ ଦେଲୁ ତୋ ପ୍ରେମର ଛିଟାରେ
ମିଶିରି ପରିକା ସବୁ ଲାଗେ ଏବେ ମିଠାରେ
ମାହିରେ ମାହିରେ
ମାହିରେ ମାହିରେ
ତୁ ଥିଲେ ମୁଁ ଅଛି
ତୁ ନାହୁଁ ମୁଁ ନାହିଁରେ…
ମାହିରେ ମାହିରେ
ମାହିରେ ମାହିରେ
ତୁ ଥିଲେ ମୁଁ ଅଛି
ତୁ ନାହୁଁ ମୁଁ ନାହିଁରେ…
ହଁ ଆଖି ଖୋଲେ ଅବା ବୁଜେ ପଲକ ମୋର
ଖାଲି ନାଚେ ତୋ ମୁହଁ
ହଁ ତୋ ଖୁସିରେ ଖୁସି ମୋର
ତୋଠୁ ଜରୁରୀ ଆଉ କିଛି ବି ନୁହଁ
ସବୁକିଛି ଥାଇକି ବି ହେଲି ଅଧୁରା
ପ୍ରେମକୁ ତୋ ପାଇ ଆଜି ହେଲି ମୁଁ ପୁରା
ଏ ଆକାଶ ଏ ପୃଥିବୀ ଥିବ ଯେବେ ଯାଏରେ
ପ୍ରେମ ମୋର ଥିଲା ଥିବ କେବଳ ତୋ ପାଇଁରେ
ମାହିରେ ମାହିରେ
ମାହିରେ ମାହିରେ
ତୁ ଥିଲେ ମୁଁ ଅଛି
ତୁ ନାହୁଁ ମୁଁ ନାହିଁରେ…
ମାହିରେ ମାହିରେ
ମାହିରେ ମାହିରେ
ତୁ ଥିଲେ ମୁଁ ଅଛି
ତୁ ନାହୁଁ ମୁଁ ନାହିଁରେ…
Song-Mahire Mahire
Singer – Abinash Dash & Lopamudra Dash
Music – Anshuman Tripathyy
Composer & Lyrics – Satya Ranjan Bal
Starring – Sovan & Lilly
Director – Smruti R
DOP – Biswajit Kuldi
Asst dop – Nihar
Editor – Chikun
Arrangements – Jaga JD and Aju
Guitar – Suresh Patro
Mixing and mastering – Smruti Ranjan