Presenting Odia Album Song Chadiki Paribi Tate Lyrics of Odia Album Phula Basana which is sung by Satyajeet and LopaMudra, song is written by Sarat Kumar Dash and the music is composed by Premanand. This video song is featured by Subashis and Sangita.

ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
ଆଚ୍ଛନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଚ୍ଛନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଖିରେ ଲେଖି ସପନ
ବହୁବାଟ ଭବ୍ୟ ସମାହରେ
ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
ଜୀବନ ବିବର୍ଣ୍ଣ ଯଦି ରଙ୍ଗ ତୋର ନଦେଖି ନୟନ
ବଞ୍ଚିବା ନିସ୍ଥୁଳ ଯଦି ତୋର ସ୍ମୃତି ନ ଆଣି କମ୍ପନ
କେମିତି ବା ବୁଝେଇବି ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ
ତୋ ମୋ ସମ୍ପର୍କ କି କଷ୍ଟପାଦ ଅବୁଝା ଗଣିତ
ଆଚ୍ଛନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଚ୍ଛନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଖିରେ ଲେଖି ସପନ
ବହୁବାଟ ଭବ୍ୟ ସମାହରେ
ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
କହିବାର ନାହିଁ ଶକ୍ତି ବୟସର ବୟସ୍କ ଲଗନେ
ତୁହି ମୋ ରଜନୀଗନ୍ଧା, ଭାବନାର ସୌମ୍ୟ ଉପବନେ
କରୁଣାରେ ବିଜଳିତ ନୀରିମାହ ନୀରିହ ହୃଦୟ
ହେ ମୋର ଅବୁଝା ସାଥି ତୁହି ମୋର ନବ ସୂର୍ଯ୍ୟୋଦୟ
ଆଚ୍ଛନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଚ୍ଛନ କରିଛି ରୂପ ଚମତ୍କାର
ଦୁର୍ଲଭ ଯା ସର୍ବତ୍ର ମହୀରେ
ଆଖିରେ ଲେଖି ସପନ
ବହୁବାଟ ଭବ୍ୟ ସମାହରେ
ଛାଡିକି ପାରିବି ତତେ ନିଶ୍ୱାସ ମୋ ଛାଡିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
Song- Chadiki Paribi Tate
Starring- Subashis and Sangita(Khusi)
Singer- Satyajeet and LopaMudra
Music-Premanand
Lyrics-Sarat Kumar Dash
Associate- Santanu Production
Concept and Direction- Aswin Tripathy
Dop- Ankshya Kumar Nayak
Edit – Manas Kumar Sahoo
Asso.Director – Milan & Jay Singh
Art- Pandia
Visual Producer – Ranjan Kumar Samal