Presenting The Odia Romantic Full Music Video Song Sweetness Misa Nakhara. This Song Sung By Kuldeep Pattanaik & Arpita Choudhury, This Beautiful Romantic Track Penned By Ranjan Nayak.

ସଜଫୁଟା ତମ ସାବେନା ଚେହେରା
ସେନ୍ସ୍ ଉଡେଇନିଏ
ଚାହାଣୀରେ ତୁମ ହଜାରେ କାହାଣୀ
ମୋହରା ବନେଇ ଦିଏ
ତମ ଫେସିଆଲ୍ ବୋଳା ଗାଲଟା
ସତେ ଫ୍ରେସ୍ ଗୋଲାପ ଫୁଲଟା
ଆଖିରେ ଆଖିରେ ଆଖେଇକି ହାଏ
ଭାରି କଲବଲ କଲାଣି
ତମ ସୁଇଟ୍ ନେସ୍ ମିଶା ନଖରା
ମତେ ସାରି ଦେଲାଣି
ସୁଇଟ୍ ନେସ୍ ମିଶା ନଖରା
ମତେ ସାରି ଦେଲାଣି
ହସିଦେଲେ ତମେ ହଳଦୀ ବସନ୍ତ
ରୁସିଗଲେ ରାଜଜେମା
ସୁନାରଙ୍ଗୀ ତମେ ସୁନେଲୀ ଝରଣା
ତମକୁ ଛୁଇଁବା ମନା
ଲବଙ୍ଗ ଦ୍ୱୀପର ରାଜକନ୍ୟା ମୁଁ
କେହି ନୁହଁ ମୋ ସରି
ଲଗାରେ ସଜରୁ ମୋରି ଦେହରୁ
ଲକ୍ଷେ ହୀରା ପାଦେ ଝରି
ତମ ଇମୋସନ୍ ଭରା ଇସାରା
ନିତି ଲାଗେ ମତେ ଭାରି ନିୟାରା…(୨)
ଫିଲ୍ମ୍ ଫିଗର୍ ଦେଖିଦେଲା ପରେ
ସେବେଠୁ ମୁଁ ଫିଦା ହେଲିଣି
ତମ ସୁଇଟ୍ ନେସ୍ ମିଶା ନଖରା
ମତେ ସାରି ଦେଲାଣି
ସୁଇଟ୍ ନେସ୍ ମିଶା ନଖରା
ମତେ ସାରି ଦେଲାଣି
ହଁ…
ଫଗୁଣ ଦେଶର ଫଗୁରାଣୀ ମୁଁ ରେ
ଫୁଲେଇ ଫୁଲର ରାଣୀ
ଜାଣିନି କିଏ ସେ ପାଗଳ ଭଅଁର
ଯିଏ ମତେ ନବ ତୋଳି
ମୋତି ଝରା ତମ ମହୁଆ ଓଠରେ
ଲୁଚେଇଛ ଯୋଉ କଥା
ଓଠ ସିନା ତମ ନୀରବ ରହିଛି
ଆଖିରେ ହେଇଛି ଲେଖା
ତମ ହୀରୋ ମାର୍କା ସେଇ ଚାଲିଟା
ସତେ ହଲମାର୍କା ସୁନାଟା…(୨)
ହଟକି ଷ୍ଟାଇଲ୍ ଦେଖି ତୁମ ଲାଗେ
ପ୍ରେମ ମତେ ବୋଧେ ହେଲାଣି
ତମ ଷ୍ଟାର୍ ବାଲା ମସ୍ତ୍ ଚେହେରା
ମତେ ମାରି ଦେଲାଣି
ଷ୍ଟାର୍ ବାଲା ମସ୍ତ୍ ଚେହେରା ମତେ ମାରି ଦେଲାଣି
ତମ ସୁଇଟ୍ ନେସ୍ ମିଶା ନଖରା
ମତେ ସାରି ଦେଲାଣି
ସୁଇଟ୍ ନେସ୍ ମିଶା ନଖରା
ମତେ ସାରି ଦେଲାଣି
SONG:Sweetness Misa Nakhara
SINGERS : KULDEEP & ARPITA
LYRICS : RANJAN NAYAK
COMPOSITION : GEET GPT
RHYTHM PROGRAMMING : ABHISHEK SAHU
ARRANGEMENTS : SOURAV SAHOO
MIXING & MASTERING : SOURAV SAHOO STUDIO
CHOREOGRAPHY : POPPIN DIBYA, BHUPENDRA (BUNTY)
AUDIO DUBBED : AZAAD SHEIKH