Presenting The Odia Romantic Full Music Video Song Kichi Kichi featuring By Shivam and Himagni. This Song Sung By G Durga Prasad, This Beautiful Romantic Track Music By Vighnanz The Band, Penned By Govind.

ଧିମା ଧିମା ତୋ ବାସ୍ନାରେ
ମୋ ମନ ଋତୁ ମହକି ଯାଏ
ହାଲକା ହଲକା ତୋ ରଙ୍ଗ ରେ
ଏ ଜୀବନ ସାତରଙ୍ଗି ହୁଏ
ଛୋଟ ଛୋଟ ଖୁସି
ତୋ ପାଇଁ ମୁଁ, ସାଉଣ୍ଟି ବି ମୋ
ହାତ ମୁଠାରେ
ଧିରେ ଧିରେ ପୁଣି, ଅଳ୍ପ ଅଳ୍ପ ତ
ରଙ୍ଗେଇବି ପ୍ରେମ ରଙ୍ଗରେ
କିଛି କିଛି ହୁଏ ମୋ ହୃଦୟ କୁହେ
ନାହିଁ କିଛି ପ୍ରିୟା ତୋ ବିନା
କହି କହି ଯାଏ ମଳୟ ପବନ
ତୋ ପ୍ରେମ ହିଁ ମୋ ଦୁନିଆ
ମିଠା ମିଠା ଆମ ପ୍ରେମରେ
ଏ ଦୁନିଆ ଯାଇଛି ଭିଜି ହାଏ..
କାହିଁ କେବେ ଏଇ ଆଖି ଦୁଇ
ତୋ ଆଖିରେ ଯାଇଛି ହଜି
ଛୋଟ ଛୋଟ ସ୍ୱପ୍ନ ତୋ ପାଇଁ ମୁଁ
ଧରିଛି ମୋ ହୃଦୟ ତଳେ
ଧିରେ ଧିରେ ପୁଣି ମିଶି ଦେଖିବ
ବଞ୍ଚିବା ଏକା ନୂଆ ସକାଳେ
କିଛି କିଛି ହୁଏ, ମୋ ହୃଦୟ କୁହେ
ନାହିଁ କିଛି ପ୍ରିୟା ତୋ ବିନା
କାହିଁ କାହିଁ ଯାଏ, ମଳୟ ପବନ
ତୋ ପ୍ରେମ ହିଁ ମୋ ଦୁନିଆ….
Song Credits:
Song: Kichi Kichi
Singer: G Durga Prasad
Lyricist: Govind
Music Director: Vighnanz The Band
Mix Mastering : Christo Matthews
Director & Editor : Happy Chandan
Starring : Shivam and Himagni
Producer : Satyabrat Sanu Rath