Presenting Odia Album Song Dhana Hou Hou Lyrics which is a odia love dance song sung by Humane Sagar & Jyotirmayee Nayak. Featuring by Aswini & Hemagni and music of the song is directed by Japani Bhai.
ଚହଲା ଚହଲା ଚାହାଣୀରେ ତୋର
ଯେବେ ଲୋ ଚିମୁଟି ଦଉ
ଥାଉ ଥାଉ ଏ ଧନ ଥାଉ ଥାଉ
ନଶିଲା ନଶିଲା ନଖରାମି ତୋର
ଯେବେରେ ଚିପୁଡି ଦଉ
ହଉ ହଉ ଏ ଧନ ହଉ ହଉ
ସାମନାରେ ହଉଛୁ ହଲଚଲ
ସ୍ୱପ୍ନରେ କରୁଛୁ କଲବଲ
ତୁ ପ୍ରେମର ରଙ୍ଗୋଲି ଧରିଛୁଲୋ ବୋଲି
ଛାତିକୁ କରେଇ ଦଉ
ହଉ ହଉ ଏ ଧନ ହଉ ହଉ
ଥାଉ ଥାଉ ଏ ଧନ ଥାଉ ଥାଉ
ଉଡି ଉଡି ଯାଏ ଗୁଡି ତୋ ସାଥିରେ ମତେ ଯୋଡି
ତୁ ଆସିଲେ ମୋ ବାଟରେ ସୁନା ଫୁଲ ପଡେ ଝରି
ହଁ ତୋ ହାତରେ ରଙ୍ଗ ଧରି ମୋ ପାଦରେ ଦେଲୁ ଢାଳି
ଅଳତା ହେଲା ପାଦେ ଲାଗିଲା ପାଉଁଜି ପଡିଲା ଛିଡି
ଦିନରେ ବିଜୁଳି ଘଡଘଡି
ରାତିରେ ପ୍ରେମର ନଈବଢି
ତୁ ପ୍ରେମର କବାଲି କରୁ କିଲିବିଲି
ଚାହାଣୀରେ ମାରିଦଉ
ହଉ ହଉ ଏ ଧନ ହଉ ହଉ
ଥାଉ ଥାଉ ଏ ଧନ ଥାଉ ଥାଉ
ଚୋରା ଚୋରା ଚଇତାଳି ମନ ଲାଗେ ରସାବଳୀ
କହିଲେ ଟିକେ ଛୁଇଁଲେ ଟିକେ ରସ ହୋଇଯାଏ ବୋଳି
ଏ ମିଠା ମିଠା ଚୋରା ବାଲି ଲାଗେ ଭାରି ଚୁଲୁବୁଲି
ତୋରି ପାଇଁ ମୋରି ଛାଇ ହସୁଥାଏ ଖିଲି ଖିଲି
ମେଘରେ ମହୁଆ ଫୁଲଝରା
ସିତରେ ନିଦୁଆ ଅପସରି
ତୋ ପ୍ରେମର ଦିୱାଲି ଲାଗେ ଝିଲିମିଲି ସପନରେ ସାରିଦଉ
ଥାଉ ଥାଉ ଏ ଧନ ଥାଉ ଥାଉ
ଥାଉ ଥାଉ ଏ ଧନ ଥାଉ ଥାଉ
ହଉ ହଉ ଏ ଧନ ହଉ ହଉ
ହଉ ହଉ ଏ ଧନ ହଉ ହଉ
AUDIO CREDIT:
MUSIC DIRECTOR- Japani Bhai
LYRICS- Subrat Swain
SINGER- Humane Sagar & Jyotirmayee nayak
DIRECTOR- Smruti R
CAST- Aswin Tripathy, Himagni Dutta
EDITOR- Manas Kumar Sahoo
DI- Gugu
DOP- Akshaya Kumar Nayak
CHOREOGRAPHER- Sajan Mishra
ASOSIATE DIRECTOR- Milan jayasingh
ASOSIATE DOP- Manoranjan Nayak
PRODUCTION MANAGER- Abinash Mohanty
ASST DIRECTOR- Deepak Ranjan Nayak
COSTUME- Rasmita Nayak