Presenting Mate Prema Heichi Lyrics which is a odia love song by Sandeep Panda & Arpita Choudhury. The Music of the song is directed by Sandeep Panda and Lyrics is also written by Sandeep Panda.

ଥିରି ଥିରି ହେଇ ମନ ମୋର ନେଇ ଯାଉଛି
ଚୁପି ଚୁପି ଆସି କାନେ କିଛି କହି ଯାଉଛି
ଆଖି ପଲକରେ ମୋର କିଏ ଜଣେ ନାଚି ଯାଉଛି
କାହିଁକି ଲାଗୁଛି ଆଜି ମତେ ପ୍ରେମ ହେଇଛି
ହୋ…କାହିଁକି ଲାଗୁଛି ଆଜି ମତେ ପ୍ରେମ ହେଇଛି
ଟିକେ ଟିକେ ଡର କାଇଁ ମାଡୁଛି
ରାତି ଦିନ ରାତିଦିନ ତୋ କଥା ଭାନୁଛି
ଯୋଡି ଜମିଲା ଜମିଲା ପରିକା ମତେ ଟିକେ ଟିକେ ଲାଗୁଛି
ହେଇଛି ହେଇଛି ମତେ ଆଜି ପ୍ରେମ ହେଇଛି
ହଁ..ହେଇଛି ହେଇଛି ମତେ ଆଜି ପ୍ରେମ ହେଇଛି
ମନ ମୋର କାଚ ଘର ସାଇତି ଥିଲି ଯାହାକୁ
ହୋ ନେଇଗଲୁ ମତେ ନ ଜଣେଇ
କି ଯାଦୁ କେଜାଣି କଲୁ
ତୋ ଛଡା କେହି କେବେ ଆସିନି ମୋ ସପନେ
ତତେ ଛାଡି ଭାବି ନାହିଁ
ଜୀବନର ବାଟ ଚାଲିବାକୁ ସାଥିରେ…
ଜାଣି ଜାଣିକି ପଡିଛି ମୁଁ ତୋ ପ୍ରେମରେ
ହଁ..ହେଇଛି ହେଇଛି ମତେ ଆଜି ପ୍ରେମ ହେଇଛି
ଆଆ…ଆ….ଆ….
ରାତି ରାତି ନିତି ବସେ ମୁଁ ତୋ ପାଖରେ
ଭାବନାରେ ଭାସି ଭାସି ପହଞ୍ଚେ ତୋ ଆଗରେ
ମୋ ମନ କାଗଜରେ ଲେଖିଛି ମୁଁ ତୁମ ନାଁ
ନିଜଠାରୁ କାଇଁ ବେଶି ତୁମ ନାଁ କୁ ମୁଁ ଚାହେଁ ଜାଣେନା
ତୋ ପ୍ରେମରେ ପଡିକି ଆଜି ମତେ ନିଦ ଆସେନା
ହଁ…ହେଇଛି ହେଇଛି ମତେ ଆଜି ପ୍ରେମ ହେଇଛି
ହୋ…ହୋ….
Song & Video Credits
♪ FULL SONG – Mate Prema Heichi Studio Version
♪ Singer – Sandeep Panda & Arpita Choudhury
♪ Lyrics – Sandeep Panda
♪ Music Director – Sandeep Panda
♪ Mixing & Mastering – Somesh Satpathy
♪ Arrangements – Abhishek Panigrahi
♪ Cinematography- Chikun
♪ Editor & Graphics – Biswajit Paital
♪ Poster – Mitun( M FACTOR)
♪ Producer – KPEE
♪ Music Label – Dhun Musical