Presenting Odia Album Song Tu Mate Bhala Je Pau which is a odia love song sung by Kuldeep Pattnaik & Asima Panda. The music of the song is directed by Smruti R.

କହିଦେ ତୁ ମତେ କାହିଁକି ଯେ
ସତେ ତୁ ଏମିତି କାହିଁକି ହେଉ
ଯେବେ ଯେବେ ଯାଏ ତୋ ଘର ବାଟରେ
ମତେ ଚାହିଁ ହସିଦେଉ
କହିଦେ ଥରେ ତୋ ଓଠ ଖୋଲି
କହିଦେ ଥରେ ତୋ ଓଠ ଖୋଲି
ତୁ ମତେ ଭଲ ଯେ ପାଉ
ତୁ ମତେ ଭଲ ଯେ ପାଉ
ଛୁଇଁଯାଉ ଧିରେ ତୁ ତୋ ଆଖିରେ
ଲାଜେ ମରିଯାଏ ମୁଁ
ଛିଟା ଛିଟା ଦାଗ ଏଇ ମୋ ଦେହରେ
ବୋଳି ଦେଇ ଚାଲିଯାଉ
ଆପଣା ମତେ କାହିଁ ଲାଗୁରେ
ଆପଣା ମତେ କାହିଁ ଲାଗୁରେ ବୋଧେ ତୁ…
ତୁ ମତେ ଭଲ ଯେ ପାଉ
ତୁ ମତେ ଭଲ ଯେ ପାଉ
ପବନର କୁହୁଡି ସ୍ମୃତିକୁ ନେଇ ଉଡି
କରେ ବାହାନା
ଆଙ୍କିଦିଏ ତୋ ଛବି
ପ୍ରେମ ଛିଟା ତା ଜମା ଜାଣେନା
ଲେଖିଦେ ଥରେ ମୋ ଛାତିରେ
ଲେଖିଦେ ଥରେ ମୋ ଛାତିରେ ତୁ…
ତୁ ମତେ ଭଲ ଯେ ପାଉ
ତୁ ମତେ ଭଲ ଯେ ପାଉ
ଶବଦର ଭଉଁରୀ ରୁଣୁଝୁଣୁ ଡାକେ
ତତେ କି ଶୁଭେନା
ଅକୁହା ପ୍ରେମ ଭାଷା
ମୋର ଓଠ ଚାହିଁ ବି କହେନା
ବୁଝିନେ ଥରେ ମୋ ଇସାରାରେ
ବୁଝିନେ ଥରେ ମୋ ଇସାରାରେ ତୁ…
ତତେ ହିଁ ରେ ଭଲପାଏ ମୁଁ
ତତେ ହିଁ ରେ ଭଲପାଏ ମୁଁ
ମତେ ହିଁ ରେ ଭଲପାଉ ତୁ
ମତେ ହିଁ ରେ ଭଲପାଉ ତୁ
Song Credits:
Song- Tu Mate Bhala Je Pau
Singer- Kuldeep Pattnaik, Asima Panda