Presenting Odia Album Song Kahide Tharute Prema Nathila Lyrics of Odia Album Premara Srabana which is sung by Humane Sagar,song is written by Surya Mohapatra and the music is composed by Santanu Kumar Sia. This video song is featured by Rishi , Jasmine , Raj while the video is directed by Smruti R.

ଓ..ନା ନା ନା…..
ସେଦିନ ଆକାଶଟା ଓଦା ଥିଲା
ଆଜି କାଇଁ ଦିଶେ ଏତେ ଶୁଖିଲା
ସେଦିନ ଇନ୍ଦ୍ରଧନୁ ଦିଶୁଥିଲା
ଆଜି ତାକୁ କିଏ ଲୁଚେଇ ଦେଲା
ତୋ ମୁହଁରୁ ଥରେ ଶୁଣିବା ପାଇଁ
କଥା ବାକି ରହିଲା
କହିଦେ ଥରୁଟେ ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜି ନଥିଲା
କହିଦେ ଥରୁଟେ ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜି ନଥିଲା
ଲାଗେ ମତେ ଧିରେ ଧିରେ
ଧୋଇଯାଏ ଭାଗ୍ୟ ରେଖା
ଭିଜିବାକୁ ଇଚ୍ଛା ନାହିଁ
ତୋ ବିନା ଏକା ଏକା
ଏ ପ୍ରେମର ଛିଟା ଲାଗୁନି ମିଠା
କୋଉ ଋତୁ ଛୁଇଁଲା
କହିଦେ ଥରୁଟେ ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜି ନଥିଲା
କହିଦେ ଥରୁଟେ ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜି ନଥିଲା
ଆଜିକାଲି ଆଗ ଭଳି ମିଳୁନାହିଁ ତୋର ଦେଖା
ପ୍ରେମ ବୋଲି କହିବିନି
କହିବି ମୁଁ ତାକୁ ଧୋକା
ତୋ ପ୍ରେମର ରଙ୍ଗ ଲଗେଇ ଥିଲୁ
କିଏ ତାକୁ ଧୋଇଲା
କହିଦେ ଥରୁଟେ ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜି ନଥିଲା
କହିଦେ ଥରୁଟେ ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜି ନଥିଲା
Song Credit :
Album : Premara Srabana
Song : Kahide Tharute Prema Nathila
Singer : Humane Sagar
Music : Santanu Kumar Sia
Starring : Rishi , Jasmine , Raj
Arrangement : Bibhuti Bhasan Gadnayak
Lyrics : Surya Mohapatra
Guitar – Dichen Nayak
Rhythm Programing – Situ Rath
Keyboard Programing – Piku Rath
Mix/Master : Jiten Kumar Swain ( Mumbai )