Presenting The Odia sad Full Music Video Song Ae Bodhe Prema.This Song Sung By Sandeep Panda, Aseema Panda, staring by Sovan and Sweta Padma.This song is Penned By Sandeep Panda, Music by Sandeep Panda.

ଆଖିରୁ କଜ୍ଜଳ ଲିଭିଗଲା ପରେ
କଥା କହୁ ବେଶି କାଇଁ ତୁ ଆଖିରେ…(୨)
ଓଠରୁ ଗୋଲାପି ସରିଗଲା ପରେ
ଲାଗେ ଲୁଚିଛି ସୁରୁଯ ଆଜି ବାଦଲ ରେ
ଆଖିରେ ଅଛି ଖାଲି ତୁମ ଛବି
ଆଖିରେ ଅଛି ଖାଲି ତୁମ ଛବି
ନାଁ ଅଛି ଓଠେ ତୁମରି..
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଆସିଥିଲି ସେ ରାତି ଭେଟିବାକୁ ତୁମକୁ
ଦେଖା ହେଲା ନାହିଁ କାହିଁ ସେ ରାତି
ତୁମେ ପଚାରିବ ନିଜକୁ
ଯଦି ଜହ୍ନ ରାତିରେ ଦେଖା ହୁଏ
ହଁ ଯଦି ଜହ୍ନ ରାତିରେ ଦେଖା ହୁଏ
ସେ ଜହ୍ନ ବି ଉପରୁ ଈର୍ଷା କରେ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଥିରି ଥିରି ପଛେ ଆସି
ଚମକେଇ ଦେଇ ଯାଏ
ହେଲେ ଆସି ଆଗେ କେବେ କଥା ହେଇଗଲେ
ଲାଜରେ ମୁରୁକି ହସେ
ତମେ ମେଘ ପରି ଆସି ଛୁଇଁ ଦେଲେ
ହଁ.. ତମେ ମେଘ ପରି ଆସି ଛୁଇଁ ଦେଲେ
ମୋ ମନର ମୟୂରୀ ନାଚି ଖେଳେ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
Song Credits:
Ae Bodhe Prema
Singer: Sandeep Panda, Aseema Panda
Lyrics and Music Director: Sandeep Panda
Arrangment Crysto
Mastering & Mixing Somesh Satpathy
A Music Video By: Raja D
Starring : Sovan & Swetapadma
Director ; Raja D
Dop : Biswajit kuldi & Chikun
Assistant Dop : Smruti Ranjan
Edit and Di – Subrat Padhi