Presenting Haan Prema Hela Lyrics which is an odia song sung by Humane Sagar. The video song is featuring by Subhasis Sharma & Cookies Swain with the diection of Raja D. Haan Prema Hela is written by Rakesh Dash and music composed by Somesh Satpathy.

ମୋ ଜୀବନେ ରଙ୍ଗଟିଏ ହେଇ
ଏମିତି ରଙ୍ଗ ବୋଳି ଦେଲୁ
ଫଗୁଣ ବି ଘୁଞ୍ଚିଯାଏ ପାଦେ ଚାହିଁଲେ ମୁଁ
ମୋ ବାଟରେ ମେଘଟିଏ ହେଇ ତୁ
ଏମିତି ମତେ ଭିଜେଇଲୁ
ସପନ ବି ଘୁଞ୍ଚିଯାଏ ପାଦେ ଚାହିଁଲେ ମୁଁ
ଏତେ ଖୁସି ଆଜି ଜୀବନରେ କିଏ ସେ ଢାଳିଲା
ସେଇ ଖୁସି ପୁଣି ଜୀଇଁବାର କାରଣଟେ ହେଲା
ହଁ ପ୍ରେମ ହେଲା ହେଇ ମତେ ଗଲା
ହଁ ପ୍ରେମ ହେଲା ହେଇ ମତେ ଗଲା
ଓଓଓ….ହଁ ପ୍ରେମ ହେଲା ହେଇ ମତେ ଗଲା
ହଁ ପ୍ରେମ ହେଇ ମତେ ଗଲା
ନୀରିହ ନିସ୍ତବ୍ଦରେ ମନର କଥା
କହିବି କହିବି ମୁଁ ଭାବୁଥିଲି
ତୋ ସାମନାରେ ସବୁ ଭୁଲିରେ ଗଲି
ଭୁଲିବୁ ବୋଲି ତୁ ଜାଣି ମୁଁ ଥିଲି
ଦେଖିକି ତତେ ମୁଁ ହସି ଦେଲି
ତୋ ଚେହେରା ଗଲା ଲାଜରେ ଜଳି
ଏତେ ସ୍ୱପ୍ନ ଆଜି ରାତିସାରା କିଏ ସେ ଗୁନ୍ଥିଲା
ସେଇ ସ୍ୱପ୍ନ ପୁଣି ରାତିରୁ ନିଦ ମୋ ନିଦ ଚୋରି କଲା
ହଁ ପ୍ରେମ ହେଲା ହେଇ ମତେ ଗଲା
ହଁ ପ୍ରେମ ହେଲା ହେଇ ମତେ ଗଲା
ଓଓଓ….ହଁ ପ୍ରେମ ହେଲା ହେଇ ମତେ ଗଲା
ହଁ ପ୍ରେମ ହେଇ ମତେ ଗଲା
ଟୁପୁରୁ ଟାପୁରୁ ତ ହେଲେଣି ଲୋକ
ଜାଣି ଗଲେଣି ବୋଧେ ଆମ ସମ୍ପର୍କ
ଯିଏ ଜାଣିଲେ ଜାଣୁ କଣ ଯାଏ
କହିବା ଲୋକ ଯେତେ କରିବେ ଚର୍ଚ୍ଚା
ପ୍ରେମରେ ସବୁ ଦିଶେ ଆଜି ତ୍ୱଚ୍ଛା
ସତ ପ୍ରେମରେ ବୋଧେ ଏମିତି ହୁଏ
ଏତେ ବାସ୍ନା ଆଜି ଜୀବନରେ କିଏ ସେ ଢାଳିଲା
ସେଇ ବାସ୍ନା ପୁଣି ଦିନ ରାତି ମହକି ଗଲା
ହଁ ପ୍ରେମ ହେଲା ହେଇ ମତେ ଗଲା
ହଁ ପ୍ରେମ ହେଲା ହେଇ ମତେ ଗଲା
ଓଓଓ….ହଁ ପ୍ରେମ ହେଲା ହେଇ ମତେ ଗଲା
ହଁ ପ୍ରେମ ହେଇ ମତେ ଗଲା
Haan Prema Hela
Singer – Humane Sagar & Sandhya Rani
Music – Somesh Satpathy
Lyrics – Rakesh Dash
Keyboard & Programming – Piku Rath
Rhythm – Abhisek Panigrahi
Recorded, Mixed & Mastered – Somesh Studio