Presenting Odia Album Song Akhire Tumara Aneka Akula which is a odia love song sung by Human Sagar. The Lyrics of the song is written by Sarat Kumar Dash and music of the song is directed by Prem Anand.
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
ମନରେ ତୁମର ରୁଦ୍ଧ ଶ୍ୱାସର
ଅଗଣିତ ଅବରୋହ
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
ଅନେକ କଳ୍ପନା ବିଚିତ୍ର ଯଳ୍ପନା
ନାଚୁଥାଏ ଭାବନାରେ, ଭାବନାରେ
ନିମିଷେ ନିମିଷେ ଯାଉଥାଏ ଛୁଇଁ
ନିମିଷେ ନିମିଷେ ଯାଉଥାଏ ଛୁଇଁ
ପ୍ରାଣ ଭରି ପୁଲକରେ
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
ପାଇଛି ଯାହା ଦୁର୍ଲଭ ଦରବ
ମାଧବ କରୁଣ ବଳେ, ତା ବଳେ
ତୁମେ ସବୁଠାରୁ ଦୁର୍ଲଭ ତମ
ତୁମେ ସବୁଠାରୁ ଦୁର୍ଲଭ ତମ
ନାହିଁ ଅର୍ଥ ସନ୍ଦେହରେ
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
ଆଖିରେ ତୁମର ଅନେକ ଆକୁଳ
ଅକୁହା କଥାର ସୁଅ
Title : Akhire Tumara (odia)
a cute love story
Music : Prem Anand
Lyrics: Sarat Kumar Dash
Singer: Human Sagar
Concept & Director: Aswin Tripathy
Actors: Arman, Jasmin and Suresh Sethi
Line Producer: IDOL ODISHA
Creative Head : Prerna Pratikshya
DOp : Akshya kumar Nayak
Edit : Manas kumar Sahoo