Presenting Odia Album Song Ferichi Faguna which is a odia love song sung by Aseema Panda & Kuldeep Pattanaik. The Lyrics of the song is written by Tapu Nayak and music of the song is directed by Asad Nizam.

ଚାହିଁ ଚାହିଁ ବାଟ ତୋର କେତେ ଋତୁ ଚାଲିଗଲା
ଖୋଜି ଖୋଜି ଠିକଣା ତୋ ପାଦ ମୋର ଥକି ଗଲା
ଛାଡି ଯାଇଥିଲୁ ଯୋଉଠି ଛିଡା ମୁଁ ହେଇଛି ସେଇଠି
ଦୂରେଇ ଦବୁନି ମୋ ରାଣ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଭାବି ଭାବି କଥା ତୋର ଦିନରାତି ବିତୁଥିଲା
ଏକା ଏକା ଭାବନାରେ ହୃଦୟ ମୋ ଖୋଜୁଥିଲା
ବୁଝିନି ସବୁ ତୋ ନୀରବରେ
ରହିଥିଲା କଥା ଦୂରତାରେ
ଭିଜିଗଲା ଆଜି ମୋ ମନ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଯେବେଠୁ ତୋର ପ୍ରେମରେ ପଡିଛି
ନିଜକୁ ମୁଁ ଭୁଲି ଯାଇଛି
ସବୁ ଥର ଖାଲି ତୋରି ଚେହେରା
ତୋ ମୁହଁ ମନେ ପଡୁଛି
ଏମିତି ପ୍ରେମ କେମିତି ହେଲା
ମନକୁ ମୁଁ ଯେବେ କହୁଛି
ତୋ ନାଁ ଛାଡି ଦୁନିଆରେ
ସବୁ ପାଦ ଭୁଲିଯାଉଛି
ଭିଡରେ ତୁ ଆଉ ଡରିବୁନି
ମୋ ହାତ ଜମାରୁ ଛାଡିବୁନି
ସବୁ କଥା ତୋର ମାନି ନେବି
ତୋ ସାଥିରେ ବାଟ ଚାଲୁଥିବି
ସତ ହେଲା ଆଜି ସବୁ ସ୍ୱପ୍ନ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଏମିତି ରଙ୍ଗ ଲଗେଇ ଥିଲୁ
ଗଲାଣି ଯେ କେତେ ବରଷ
ଧୋଇପାରିନି ସେ ଦାଗକୁ
ଅଛି ପରା ତୋ ଭରଷା
ମହକି ଯାଉ ଯେମିତି ଧୀରେ
ବାସୁଛି ମିଠା ବୋଉଳ
ଅଧ ରାତି ଲାଗେ ତୋରି ସ୍ମୃତିରେ
ଯେମିତି ତାଜା ସକାଳ
ଅବୁଝା ଏ ମନ ବୁଝିଗଲା
ଖୋଜି ଖୋଜି ତତେ ପାଇଗଲା
ଅକୁହା ସେ ଗପ ସରିଗଲା
ସେ ଦିନର ଯାହା ବାକି ଥିଲା
ହେଇଗଲୁ ଆଜି ମୋ ଜୀବନ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଫେରିଛି ଫଗୁଣ..ଫେରିଛି ଫଗୁଣ
ଫେରିଛି ଫଗୁଣ..ଫେରିଛି ଫଗୁଣ
🎵 Song Credits 🎵
Song: Ferichi Faguna
Singer: Aseema Panda & Kuldeep Pattanaik
Music: Asad Nizam
Lyrics: Tapu Nayak
Back Vocals: Srikant Nanda
Mixed & Mastered: Afian’s Studio
Starring: Sambhav, Ananya, Smruti & Tanu
Story Screenplay & Direction: Raja D
DOP: Biswa Bhusan Mohapatra & Chikun
Associate Director: R Anshuman Dash & Sarthak Mohanty
Assistant Director: Rahul Ray
Production Manager: Nitesh Kumar Prusty
Production Head: Deepak Ku Jena