Presenting Odia Album Song Dheema Dheema Lyrics which is a odia love song sung by Kuldeep Pattnaik. Featuring by Sailendra & Hemagni and music of the song is composed by Satyajeet.

ହାଏ ତୋ ଚୋରା ଚାହାଣୀ
ଜାଣିନି କି କଲା ଗୁଣୀ
ଝିଅ ନା ସେ ଚାନ୍ଦ ଚକୋରୀ
ସକାଳୁ ତା ବାଟ ଚାହିଁ
ବସି ରହେ ମୁଁ ଯେ କାଇଁ
ଦେଖିଲେ ଲାଗେ ଯାଏ ମରି
ଏକି ନିଆରା ଶିହରଣ
ଖୋଜି ବୁଲେ ମୁଁ ତା କାରଣ
ଏଇ ଦୁଷ୍ଟ ଆଖି କାଇଁ
ତାକୁ ଖାଲି ଖୋଜେରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେରେ
ଏଇ ମନ ଖାଲି ତା ସାହାରା ଚାହେଁରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେରେ
ଏଇ ମନ ଖାଲି ତା ସାହାରା ଚାହେଁରେ..
ଏଇ ହୃଦୟ ମୋ ଥିଲା ସାଧା କାଗଜ
ପ୍ରେମ ରଙ୍ଗ ବୋଳିଦେଲା ତା କୁଆଁରୀ ଲାଜ
ତୋ ପାଇଁ କାଇଁ ହୁଏ ଏତେ ସଜବାଜ
ଦେଇଦେ ଲୋ ପ୍ରିୟା ମତେ ତୋ ପ୍ରୀତି କରଜ
ଏକି ଅପୂର୍ବ ଅନୁଭୂତି ଝୁରି ମରେ ତୋ ପାଇଁ ନୀତି
ଅଜାଣତେ ପାଦ ମୋ କାଇଁ ତୋ ଗଳି ବାଟେ ଯାଏରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେରେ
ଏଇ ମନ ଖାଲି ତା ସାହାରା ଚାହେଁରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେରେ
ଏଇ ମନ ଖାଲି ତା ସାହାରା ଚାହେଁରେ..
କୋଉ କବିର କବିତା ନା କୋଉ ପ୍ରେମର ବହି
ଯେତେ ଯେତେ ପଢେ ତାକୁ ନୂଆ ନୂଆ ଲାଗୁଥାଇ
ଅସଜଡା ଜୀବନକୁ ଦେଲୁ ତୁ ସଜେଇ
ପ୍ରେମ ବରଷାରେ ମୋତେ ଦେ ଟିକେ ଭିଜେଇ
ତୁ ମୋ ଗୀତ ମୋ ସଙ୍ଗୀତ ତୁ ମୋ ମନର ମିତ
ସବୁ କିଛି ଭୁଲିଯାଏ ଯେବେ ତତେ ପାଏରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେରେ
ଏଇ ମନ ଖାଲି ତା ସାହାରା ଚାହେଁରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେରେ
ଏଇ ମନ ଖାଲି ତା ସାହାରା ଚାହେଁରେ..
Song: Dheema Dheema
Singer: Kuldeep Pattanaik
Starring: Sailendra & Hemagni
Music: Satyajeet
Music Label: Adarsh Entertainment