Presenting Chaligale Mo Thu Dura Ku Lyrics which is a odia love story sad song by Swayam Padhi. The Music of the song is composed by Priyabrata Dash and Lyrics is also written by Priyabrata Dash. The video song is directed by Kumar Jitu and starring with Abhijit, Muskan, Abhi.

ଚାଲିଗଲେ ମୋଠୁ ଦୂରକୁ ଜୀଇଁ ପାରିବିନି ମୁଁ
ଛାଡିଦେଲେ ତୁ ମୋ ହାତକୁ ଜୀଇଁ ପାରିବିନି ମୁଁ
କହୁ ପଛେ ଯାହା ମତେ ଏ ଦୁନିଆ
ତୋର ମୁଁ କେବଳ ହିଁ ମୁଁ
ଚାଲିଗଲେ ମୋଠୁ ଦୂରକୁ ଜୀଇଁ ପାରିବିନି ମୁଁ
ଶୋଇଲେ ବସିଲେ ଚାରିଆଡେ ତୋ ଚେହେରା
ନାହୁଁ ତୁ ପାଖରେ ଲାଗେ ବେସାହାରା
ତୁ ଥିଲୁ ପାଖରେ ଲାଗୁଥିଲା ନିଆରା
ତୋ ବିନା ଏ ବାଟ ଲାଗେ ଦୁଃଖ ଭରା
ବନ୍ଧୁତା କି ପ୍ରେମ ଆର ନାମ ଦେଇଦେ ଉତ୍ତର ତୁ..
ଚାଲିଗଲେ ମୋଠୁ ଦୂରକୁ ଜୀଇଁ ପାରିବିନି ମୁଁ
ଜୀଇଁ ପାରିବିନି ମୁଁ…
ଏ ଆଖି ଥାଇ ବି ଚାଲୁଛି ଅନ୍ଧ ପରି
ଦୋଛକିରେ ଥକି ଗଲି ମୁଁ ହାରି
ଉପରେ ଜୀଉଁଛି ଭିତରେ ମରି ମରି
ଶରୀର ଚାହିଁଛି ଆତ୍ମା ଆସୁ ଫେରି
ପ୍ରିୟା ବିନା ପ୍ରିୟ ରହିବ କି କହ
ମୋ ପାଖକୁ ଫେରିଆ ତୁ
ଚାଲିଗଲେ ମୋଠୁ ଦୂରକୁ ଜୀଇଁ ପାରିବିନି ମୁଁ
ଜୀଇଁ ପାରିବିନି ମୁଁ…
Song Credits:
Chaligale Mo Thu Dura Ku
Singer : Swayam Padhi
Lyricist & Music Director : Priyabrata Dash
Mixing Mastering : Smruti Studio
Sarring- Abhijit, Muskan, Abhi