Presenting Odia Album Song Bazigar Tu Mo Bazigar which is a odia love song sung by Abhinash Kumar & Asima Panda. The Lyrics of the song is written by Mrutyunjaya Mishra and music of the song is directed by Sushil Dalai.

ମନ ଦେଲି ମନ ନେଲି ତୋ ସପନେ ହଜିଗଲି
ଏଇ ଦୁନିଆରୁ ମୁଁ ହେଲି ବେଖବର୍
ହଁ…ମନ ଦେଲି ମନ ନେଲି ତୋ ସପନେ ହଜିଗଲି
ଏଇ ଦୁନିଆରୁ ମୁଁ ହେଲି ବେଖବର୍
କୋଟିଏରେ ଜଣେ ବାଛିନେଲି ତତେ ସାଥି
ନଲାଗୁରେ ତତେ କେବେ କା ନଜର୍….(୨)
ହୃଦୟ ହରେଇ ତତେ ମୁଁ ଜିତିଲି
ତୁହି ତୁ ମୋ ହମରାହି ଓ ହମସଫର୍
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ତୁ ମୋ ବାଜିଗର୍….
ଗଢିଛି ବିଧାତା ତତେ ଫୁରସତ୍ ଦେଖି
ନଜର ହଟୁନି ତୋଠୁ ଯାଉଛି ଲାଖି
ତତେ ପାଇବାକୁ କରେ ପ୍ରାର୍ଥନା
ସତ କହୁଛି ମୁଁ ନ କରି ବାହାନା
ଏ ମନ ଆକାଶେ କରେ ଝିଲିମିଲି
ସାଇତା ତୋ ଛବି ଓ ହମସଫର୍
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ତୁ ମୋ ବାଜିଗର୍….
ହୃଦୟ କାଗଜେ ମୋର ଅଙ୍କା ତୋ ଛବି
ସୁରିଲା ସାୟେରୀ କହେ ଯେମିତି କବି
ଯେବେଠୁ କରିଲୁ ମତେ ପ୍ରେମ ମନ୍ତର
ଆକାଶେ ଉଡୁଛି ଖାଲି ଏ ମନ ମୋର
ଖାଣ୍ଟି ସୁନା ପରି ମୋ ପ୍ରେମ ଅସଲି
ନେ ତୁ ପରଖି ଓ ହମସଫର୍
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ତୁ ମୋ ବାଜିଗର୍…
*Album : Baazigar
*Song : Baazigar tu mo baazigar
*Cast : Subhasis & Ankita
*Screenplay & Direction : Raja D
*Music : Sushil Dalai
*Singer : Abhinash Kumar & Asima Panda
*Lyrics : Mrutyunjaya Mishra
*Recording & Mixing by : Milan Dash
*Music Programmer: Amit Mohapatra
*Rhythm Programmer: Anil Das
*Flute: Abhiram Nanda