Presenting Odia Album Song Emiti Niriha Lyrics which is a odia love song sung by Kuldeep Pattnaik. The Lyrics of the song is written by Dr Nirmal Nayak and music of the song is composed by Baidyanath Dash.

ଏମିତି ନୀରିହ ଏମିତି ସରଳ
ତୋ ଚେହେରା ମତେ କରିଛି ପାଗଳ
ଏମିତି ନୀରିହ ଏମିତି ସରଳ
ତୋ ଚେହେରା ମତେ କରିଛି ପାଗଳ
ତୁ ଆକାଶର ଚାନ୍ଦ
ମାଟିରେ ଅଛି ମୋ ପାଦ
ତୁ ଆକାଶର ଚାନ୍ଦ
ମାଟିରେ ଅଛି ମୋ ପାଦ
ପଚାରିଲେ ହୃଦୟ ମୋ ଜବାବ ଦିଏ
ତତେ ଭୁଲିବାଟା ସମ୍ଭ ନୁହେଁ
ଭଲ ପାଇବା ବି ସମ୍ଭବ ନୁହେଁ
ତତେ ଭୁଲିବାଟା ସମ୍ଭ ନୁହେଁ
ଭଲ ପାଇବା ବି ସମ୍ଭବ ନୁହେଁ
ମୋ ହାତ ରେଖାରେ ମୁଁ ଜାଣି ନାହିଁ
ଅଛୁ କି ନାହିଁ ତୁ ଲେଖା
ହେଲେ ଦେଖିଯା ମନସାରା ମୋର
ତୋ ପ୍ରେମ ଖାଲି ଅଙ୍କା
ହୋ…
ମୋ ହାତ ରେଖାରେ ମୁଁ ଜାଣି ନାହିଁ
ଅଛୁ କି ନାହିଁ ତୁ ଲେଖା
ହେଲେ ଦେଖିଯା ମନସାରା ମୋର
ତୋ ପ୍ରେମ ଖାଲି ଅଙ୍କା
ତୋ ଇନ୍ଦ୍ରଧନୁ ରଙ୍ଗ
ମୁଁ ଯାଯାବର ମେଘ
ସବୁ ଜାଣି କାଇଁ ତେ ବ୍ୟସ୍ତ ହୁଏ
ତତେ ଭୁଲିବାଟା ସମ୍ଭ ନୁହେଁ
ଭଲ ପାଇବା ବି ସମ୍ଭବ ନୁହେଁ
ତତେ ଭୁଲିବାଟା ସମ୍ଭ ନୁହେଁ
ଭଲ ପାଇବା ବି ସମ୍ଭବ ନୁହେଁ
ଏଇ ଜନମରେ ଅଧା ହେଇ ଯଦି ରହିଯାଏ ମୋର ଗପ
ଆର ଜନମକୁ ଏତିକି ଚାହିଁ ବି
ତୋ ପ୍ରେମ ହେଉ ମୋ ପ୍ରାପ୍ୟ
ତୁ ଫୁଲ ବାରମାସୀ ଭଅଁର ମୁଁ ପରଦେଶୀ
ତତେ ଦେଖି କାଇଁ ଏତେ ଖୁସି ହୁଏ
ତତେ ଭୁଲିବାଟା ସମ୍ଭ ନୁହେଁ
ଭଲ ପାଇବା ବି ସମ୍ଭବ ନୁହେଁ
ତତେ ଭୁଲିବାଟା ସମ୍ଭ ନୁହେଁ
ଭଲ ପାଇବା ବି ସମ୍ଭବ ନୁହେଁ
Song:Emiti Niriha
Singer : Kuldeep Pattnaik
Music : Baidyanath Dash
Lyrics : Dr Nirmal Nayak
Starring – Rishi & Debasmita
DOP – Ajit
Editor – Ranjan Khatei
Asoociate Director – Prafulla
Art Director – Sujit