Presenting Odia Album Song Bata Sare Nahin Lyrics which is a odia love song sung by Humane Sagar, Antara Chakrobarty. The Lyrics of the song is written by Abhaya Kumar Mohanty and music of the song is composed by Subhrajit Mohanty.

ପ୍ରଥମେ ତୁ ଯେବେ ଦେଖା ହେଇଥିଲୁ ମୋ ସାଥେ
ପ୍ରଥମେ ମୁଁ ଯେବେ କଥା ହେଇଥିଲି ତୋ ସାଥେ
ବାଟ ସରେ ନାହିଁ ସରେ ନାହିଁ ଚାଲିଲେ ବି କେତେ
ମନ ଭରେ ନାହିଁ ଭରେ ନାହିଁ ଗପୁଥିଲେ ଯେତେ
ପ୍ରଥମେ ତୁ ଯେବେ ଦେଖା ହେଇଥିଲୁ ମୋ ସାଥେ
ପ୍ରଥମେ ମୁଁ ଯେବେ କଥା ହେଇଥିଲି ତୋ ସାଥେ
ବାଟ ସରେ ନାହିଁ ସରେ ନାହିଁ ଚାଲିଲେ ବି କେତେ
ମନ ଭରେ ନାହିଁ ଭରେ ନାହିଁ ଗପୁଥିଲେ ଯେତେ
ଏ ସହରେ ଥିଲି ଏକା ଏକା ହେଇ
ତୁ ଦେଲୁ ମତେ ନୂଆ ଠିକଣା
ଆ…..
ସତ ମୁଁ କହୁଛି ପ୍ରତି ମୁହୂର୍ତ୍ତରେ
ଦେଇଅଛୁ ମତେ ନୂଆ କଳ୍ପନା
ଆଖି ଆଖି ମିଶିଗଲେ ଓଠ କିଛି କହୁଛି
ହଁ ତତେ ଖାଲି ଶୁଣିବାକୁ ମନ ଅବୁଝା ହଉଛି
ବାଟ ସରେ ନାହିଁ ସରେ ନାହିଁ ଚାଲିଲେ ବି କେତେ
ମନ ଭରେ ନାହିଁ ଭରେ ନାହିଁ ଗପୁଥିଲେ ଯେତେ
ମୁଁ କାହିଁକି ଏତେ ଭଲପାଉଛି ତତେ
ତୁ କହିଦେ ଥରେ ତୋ ଭାବନା
ଦିନରାତି ଖାଲି ତତେ ଖୋଜୁଥାଏ
ଟିକେ ନ ଦେଖିଲେ ଭଲ ଲାଗେନା
ତତେ ଦେଖିଦେଲା ପରେ ମୁଁ ନିଜକୁ ଭୁଲିଛି
କହିପାରୁ ନଥିଲି କେବେ ଆଜି ମୁଁ କହୁଛି
ବାଟ ସରେ ନାହିଁ ସରେ ନାହିଁ ଚାଲିଲେ ବି କେତେ
ମନ ଭରେ ନାହିଁ ଭରେ ନାହିଁ ଗପୁଥିଲେ ଯେତେ
ବାଟ ସରେ ନାହିଁ ସରେ ନାହିଁ ଚାଲିଲେ ବି କେତେ
ମନ ଭରେ ନାହିଁ ଭରେ ନାହିଁ ଗପୁଥିଲେ ଯେତେ….
https://www.youtube.com/watch?v=bVF5yjgvgaY&ab_channel=IrishHat
Song Credits:
♪ Singer- Humane Sagar, Antara Chakrobarty
♪ Lyrics- Abhaya Kumar Mohanty
♪ Music- Subhrajit Mohanty
♪ Director- Pupun Jena
♪ Cast- Sambhav ManSingh, Sradha Panigrahi
♪ Story- Sambhav ManSingh
♪ DOP- Akshay Nayak
♪ Assistant Director- Badal
♪ Recording , Mixing, Music Arrangement & Mastering- Somesh Satpathy
♪ Keyboard Programming- Piku Rath
♪ Rhythm- Christo
♪ Studio Version DOP- Chikun
♪ Copyright- IRISH HAT ENTERTAINMENT