This song is one the best romantic odia album released in 2018 by Sidharth Tv. Michare Kahide Bhala Pau Boli Au Kichi Dina Banchi Jibi song is sang by famous odia singer Humane Sagar. Arun Mantri wrote this song and music is by Baidyanath Dash.

ମିଛରେ କହିଦେ ଭଲ ପାଉ ବୋଲି
ଆଉ କିଛି ଦିନ ବଞ୍ଚି ଯିବି …(୨)
ପାଖରେ ବଶୀତୁ ମିଛରେ ହସିଦେ … (୨)
ସତରେ ମୁଁ ଟିକେ ହସିଦେବି …
ଆଉ କିଛି ଦିନ ବଞ୍ଚି ଯିବି…

ମିଛରେ କହିଦେ ଭଲ ପାଉ ବୋଲି
ଆଉ କିଛି ଦିନ ବଞ୍ଚି ଯିବି …(୨)

ତୁ କାହିଁକି ଏତେ ଭଲ ଲାଗୁ ମୋତେ
ଜାଣେନା କାରଣ ତାର …(୨)
ତୋତେ ଏଇ ମନ ଖୋଜେ ରାତିଦିନ
ପାଇବାକୁ ପାଖେ ତାର ..(୨)
ମିଛରେ ଡ଼ାକି ନେ ହାତ ଠାରି ମୋତେ …(୨)
ଆଉ କିଛି ବାଟ ଚାଲିଯିବି
ଆଉ କିଛି ଦିନ ବଞ୍ଚି ଯିବି
ମିଛରେ କହିଦେ ଭଲପାଉ ବୋଲି
ଆଉ କିଛି ଦିନ ବଞ୍ଚି ଯିବି …(୨)

ମୁଁ ଜାଣିଚି ମୋତେ ଭଲତୁ ପାଉନା
ତଥାପି ମୁଁ ଭଲ ପାଏ ….(୨)
ଦୂରରୁ ଦୂରରୁ ତତେଦେଖିଦେଲେ
ତୋ ଭିତରେ ହଜିଯାଏ …(୨)

ସପନରେ ମୋତେ ଥରୁଟେ ଛୁଁଇଦେ …(୨)
ସତବୋଲି ତାକୁ ଭାବିନେବି
ଆଉ କିଛି ଦିନ ବଞ୍ଚି ଯିବି
ମିଛରେ କହିଦେ ଭଲ ପାଉ ବୋଲି
ଆଉ କିଛି ଦିନ ବଞ୍ଚି ଯିବି …(୪)

Cast : Ankit & Lipika
Song : Michhare Kahide
Singer : Humane Sagar
Lyrics : Arun Mantri
Music : Baidyanath Dash
Editor : Malayaku.
DOP: Subhendu & Debasish
Director : Subhasish Choudhury

Recorded At: Sidharth Music Studio.
Voice Dubbing & Mixing By: Swapnajit Sabat & Munna at Sidharth Music Studio
Mastering By: Sitaram Agrawal & Swapnajit Sabat at Sidharth Music Studio
Banner : Sidharth TV
Producer : Sitaram Agrawal & Namita Agrawal
Music Label : Sidharth Music

[Total: 0    Average: 0/5]