Watch the full video song of Madhumita an Odia Album. Madhumita stars Tripati Maharana and Anisha Mishra. Madhumita is under the banner of TDA. Produced by Tripati Maharana directed by Tripati Maharana and music directed by Sushant Kumar.

କେତେ କହ ଆଉ ତୋର କରୁଥିବି ପିଛା
କହିଦେ ତୁ ଥରେ ଖାଲି କଣ ତୋର ଇଚ୍ଛା
ଅଳପ ତୁ ହସିଦେଇ ଚାହୁଁ ଯେବେ ବୁଲି
ମନ ମୋର ହେଇଯାଏ ସତେ ଚୋରା ବାଲି
ଏଇ ମନ କଲୁ ଚୋରି, ହେଲୁ ମୋର କମଜୋରି
ଏଇ ମନ କଲୁ ଚୋରି, ହେଲୁ ମୋର କମଜୋରି
ତୋ ବିନା ଜୀବନଟା ଲାଗୁଛି ପିତା
ମଧୁମିତା…… ହାଏ
ମଧୁମିତା ଓ ମଧୁମିତା
ଶୁଣିଯା ଶୁଣିଯା ମୋ ପ୍ରେମ କବିତା
ମଧୁମିତା ଓ ମଧୁମିତା
ଶୁଣିଯା ଶୁଣିଯା ମୋ ପ୍ରେମ କବିତା
ତୁ ଶୁଣିଯା ଶୁଣିଯା ମୋ ପ୍ରେମ କବିତା..
ଅଳପ ଖାଉଛି ଭୋକ ଲାଗୁନି
ସପନ ଦେଖୁଛି ନିଦ ହଉନି
ମୋ ଘରେ ସଭିଏଁ କହି ହେଲେଣି
ତୋ ପାଇଁ ମୁଁ କାଳେ ଝଡି ଗଲିଣି
ଓ..ହଜାରେ ନଖରା ସବୁ ସହିବି
ସଞ୍ଜରୁ ସକାଳ ପାଖେ ରହିବି
ଦୂରକୁ ନେବି ମୁଁ ତତେ ବୁଲେଇ
ଯାହା ତୁ କହିବୁ ସବୁ ମାନିବି
ବନାରସି ପାନ ଖିଲି, କରିଦେବି ଓଠ ନାଲି
ବନାରସି ପାନ ଖିଲି, କରିଦେବି ଓଠ ନାଲି
ମୋ ସାଥେ କେବେ କହ ଯୋଡିବୁ ରିସ୍ତା
ମଧୁମିତା…… ହାଏ
ମଧୁମିତା ଓ ମଧୁମିତା
ଶୁଣିଯା ଶୁଣିଯା ମୋ ପ୍ରେମ କବିତା
ମଧୁମିତା ଓ ମଧୁମିତା
ଶୁଣିଯା ଶୁଣିଯା ମୋ ପ୍ରେମ କବିତା
ତୁ ଶୁଣିଯା ଶୁଣିଯା ମୋ ପ୍ରେମ କବିତା..
ଇସାରା ଦେଇଦେ ପାଉଛୁ ଭଲ
ତୋ ପାଇଁ ରଖିଛି ଗୋଲାପ ଫୁଲ
ଆସିବି ଘରକୁ କରି ରୋଷଣି
ପଡିବ ଦିନେ ଲୋ ଦୁବ ଚାଉଳ
ହୋ ନୁହେଁ ଲୋ ଜମାରୁ ଟିକେ ଅଳିଆ
ପିଲା ମୁଁ ଅସଲି ସୁନା ଭଳିଆ
ହେଇଯା ଥରେ ତୁ ମୋର କନିଆ
ରହିବି ତୋ ଘରେ ଘର ଜୋଇଁଆ
ନହେଲେ ମୋ ଘରବାଲି, ହେବ ଅନଶନ ରାଲି
ନହେଲେ ମୋ ଘରବାଲି, ହେବ ଅନଶନ ରାଲି
ତୁ ଦାମି ବାକି ସବୁ ଲାଗୁଛି ଶସ୍ତା
ମଧୁମିତା…… ହାଏ
ମଧୁମିତା ଓ ମଧୁମିତା
ଶୁଣିଯା ଶୁଣିଯା ମୋ ପ୍ରେମ କବିତା
ମଧୁମିତା ଓ ମଧୁମିତା
ଶୁଣିଯା ଶୁଣିଯା ମୋ ପ୍ରେମ କବିତା
ତୁ ଶୁଣିଯା ଶୁଣିଯା ମୋ ପ୍ରେମ କବିତା
ତୁ ଶୁଣିଯା ଶୁଣିଯା ମୋ ପ୍ରେମ କବିତା….
🎧Song Credits :
Song : Madhumita
Singer : Kuldeep Pattnaik
Music Composer : Sushant Kumar
Music Arrangement : Sai lakhan (MRR STUDIO)
Lyrics : Radhanath Ojha
TDA Production (Tripati Maharana)
Video Credits:
Director : Tripati Maharana
Starring : Tripati & Anisha
DOP : Sonu (SS Photography)
Asst. DOP : Jeet & Prazual
Editor : Bapi (TEC)
Poster : Sunit
Production : TDA