Now Odisha’s famous Odia Lyrics Portal brought you an Odia film Love Express song Dei Gote Gendu Phula lyrics. This odia song of Love express is written by Arun Mantri and music is by Baidyanath Dash. In this movie Odia Actor Swaraj performed against Sunmeera. Hope you will like this odia song and share your feedack below. The most famous sambalpuri singer Mantu Chhuria sang this song along with Arpita Choudhury.

ମଲା, ଦେଇ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ … [୨]

କୋଉ, ଯନ୍ତ୍ରର ମନ୍ତ୍ରର କଲାଲୋ
ମୋର, ଅନ୍ତର ତରଳି ଗଲାଲୋ
ତା’ ର ନଟଖଟ ଗୁଣ, କଲା ଛଟ ପଟ ପ୍ରାଣ
ହେଲା, କଲିଜା ମୋ ହଲ ଚଲ ଲୋ…
ହାଏ ଦେଇ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ତୋତେ ଭଲଲୋ

କି, ଯନ୍ତ୍ରର ମନ୍ତ୍ରର କଲାଲୋ
ମୋର, ଅନ୍ତର ତରଳି ଗଲାଲୋ
ତା’ ର ନଟଖଟ ଗୁଣ, କଲା ଛଟ ପଟ ପ୍ରାଣ
ହେଲା, କଲିଜା ମୋ ହଲ ଚଲ ଲୋ

ମଲା, ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ
ବେବି ଭାରି ବିଉଟି, ଥିଲା ହାଏ କୋଉଠି
ଚୁଇମୁଇ ଭାରି ଚଗଲୀ
ଟୋକା ରଂଗ ରଂଗୀଲା, ଟେକାଟାଏ ମାଇଲା
ପାଣିପରି ଗଲି ଚହଲି

ବେବି ଭାରି ବିଉଟି, ଥିଲା ହାଏ କୋଉଠି
ଚୁଇମୁଇ ଭାରି ଚଗଲୀ
ଟୋକା ରଂଗ ରଂଗୀଲା, ଟେକାଟାଏ ମାଇଲା
ପାଣିପରି ଗଲି ଚହଲି

ସିଏ ଯେବେ ଦେଲା ହସି
ଦିଲ୍ ହେଲା ପରଦେଶୀ
ତା’ର,କୁତୁ କୁତୁ ପ୍ରେମ
ଜାଳେ,ହୁତୁହୁତୁ ମନ
ହେଲି,ରାତିସାରା କଲବଲଲୋ…

ହାଏ ଦେ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ….
ମିଃତ୍ୱରେ ମିଃତ୍ୱରେ ତୁ ଆଯା ମେରୀ ଦ୍ୱରେ ଖଡ଼ି ତେରେ ସ୍ୱଗତ ମେଁ …ସ୍ୱଗତ ମେଁ (2)

ନିଦରେ ମୋ ସପନ ସପନରେ ସେଇଁଆ
ସେଇଁଆ ମୋ’ ଦିଲ୍ ନେଲାରେ
ଦିଲ୍ ହେଲା ଦିଓ୍ବାନା, ବୋଲ ଜମା ମାନେନା
କିଛି କିଛି feel ହେଲାରେ
ନିଦରେ ମୋ ସପନ ସପନରେ ସେଇଁଆ
ସେଇଁଆ ମୋ’ ଦିଲ୍ ନେଲାରେ

ଦିଲ୍ ହେଲା ଦିଓ୍ବାନା, ବୋଲ ଜମା ମାନେନା
କିଛି କିଛି feel ହେଲାରେ
ଗଲାଗଡି ଲଭ୍ ଗାଡି
ଭାବେ ତାକୁ ହର୍ ଘଡି
ତା’ ର, ଟଣା ଟଣା ଆଖି
କଲା, ବାଟବଣା ଡାକି
ଦେଲା, ଗାଲରେ ମୋ ଗୋଟେ ଗେଲଲୋ…

ମଲା, ଦେଇ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ

Song : Dei Gote Gendu Phula
Singer : Mantu Chhuria, Arpita Choudhury
Lyrics : Arun Mantri
Music : Baidyanath Dash
Music Arranger : Jaga JD
Choreographer : Amit Nayak
Dialogue : Dr.Nirmal Nayak
VFX & Graphics : Binay Sutar
DOP : Pratap Rout
Co Director & Editor : Rajesh Dash
Director : Ramesh Rout
Song Mixing : Sitaram Agrawalla & Swapnajit Sabath
Producer : Sitaram Agrawalls & Namita Agrawalla
Banner & Music Lable : Sidharth Music,Sidharth TV
Song Dub At : Sidharth Studio
Song Dub By : Muna