Sharmili Lyrics is from Dil banjara 2 a odia romantic song sung by Human Sagar. The music is composed by Asad Nizam and Lyrics are written by Puspak Parida. Its a music video by Raja D on Ocean muzik youtube Channel.

ମୋ ପାଇଁ ପ୍ରେମ ତୋର..ଦାମି ଗୋଟେ ଉପହାର
ହୋ.. ମୋ ପାଇଁ ପ୍ରେମ ତୋର..ଦାମି ଗୋଟେ ଉପହାର
ତୋ ପାଇଁ ମନରେ ଖୁସିର ଲହରୀ
ସପନ ନଈରେ ଯାଏ ମୁଁ ପହଁରି
ତତେ ପାଇ ସବୁ ଭୁଲିଯାଏ ମୁଁ ଆଜି କାଲି
ହାଏରେ ଶର୍ମିଲି ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି…(୨)
କହିଦେ ହେଲୁତୁ ଭଲ କାଇଁ ଏତେ
ମନରେ ଲୁଚେଇ ରଖିଦେଲି ତତେ
କହିଦେ ହେଲୁତୁ ଭଲ କାଇଁ ଏତେ
ମନରେ ଲୁଚେଇ ରଖିଦେଲି ତତେ
ମେଘକୁ କହିଛି ବରଷିବୁ କାଲି
ତୋ ସାଥିରେ ଟିକେ ଭିଜିବି ମୁଁ ବୋଲି
ଭିଜିବୁ କି ନା କହିଦେ ତୁ ଓଠ ଖୋଲି
ହାଏରେ ଶର୍ମିଲି ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି…(୨)
ଯେବେଠୁ ତୋ ପାଖେ ଅଟକିଛି ପାଦ
ସବୁଠି ଶୁଭୁଛି ତୋ ନାଁ ଶବଦ
ଯେବେଠୁ ତୋ ପାଖେ ଅଟକିଛି ପାଦ
ସବୁଠି ଶୁଭୁଛି ତୋ ନାଁ ଶବଦ
ତତେ ମୁଁ କାହିଁକି ହୁଏ ଏତେ ଖୋଜି
ଜାଣିଛୁ ଯଦି ତୁ କହିଦେରେ ଆଜି
ଲାଗୁଛି ତୋ ପାଇଁ ଜିଇଁବାର ରାହା ପାଇଗଲି
ହାଏରେ ଶର୍ମିଲି ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
ହାଏରେ ଶର୍ମିଲି ଆସିଛୁ ତୁ ବୋଲି
ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି…..
Starring – Sovan & Sradha
Director – Raja D
DOP – Biswajit Kuldi
Associate DOP – Chikun & Nihar
Associate Director – Sarthak Mohanty ,Rahul Ray
Editor – Chikun
Production Head – Nitesh Kumar Prusty
Production Manager – Smruti Ranjan
Casting & Equipment – DEvents
Makeup – Manas
Location Courtesy – Bijay Kumar Patra
Producer – Bijaya Priyadarsinee
Excutive Producer – Deepak Ku Jena
Post Production – Pappay Entertainment
Audio Credit :
Music Director – Asad Nizam
Singer – Humane Sagar
Lyrics – Puspak Parida
Flute – Abhiram Sir