Odia Album Lyrics Kichi Luha Jharithila is a odia sad song sung by Human Sagar. This Music of the song is composed by SS Prasad And the lyrics is written by Siban Swain. Ankit Mohanty, Niharika Dash & Mausam Sahu are the star cast featured in the music video.

କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ
କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ
ନୀରବ ରହିଛି ହୃଦୟ ଲୋ ମୋର
ନିଗାଡି ଦଉଛି ଆଖି ଲୁହ ମୋର
ତତେ ଲୋ ଦେଖୁଛି ଖାଲି ସେ ଲୁହ ଭିତରେ
କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ..
ଫେରିବୁ କି ନାହିଁ ଜାଣିନି ମୁଁ ପ୍ରିୟା
ତଥାପି ରହିବି ଚାହିଁ ଜୀବନ ସାରା
ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ
କେମିତି ଦବୁଲୋ ଆଉ କାହାକୁ ଧରା
ଇଚ୍ଛା ମୋ ହୋଉଛି ନିଘୋଡ ନିଦରେ
ସବୁଦିନ ପାଇଁ ଶୋଇଯାନ୍ତି ରେ..
ତତେ ଲୋ ଅପେକ୍ଷା କରି ସବୁ ଜନମରେ
କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ
ଫେରି ଯଦି ହୁଏ ସେପିଲା ଦିନକୁ
ଦୁରେଇ ରୁହନ୍ତି ମୁଁ ପ୍ରେମ ଠାରୁ
ନିଜକୁ ଆଉଥରେ ଗଢି ମୁଁ ତୋଳନ୍ତି
ଜୀବନରେ ପ୍ରେମ ନକରିବାକୁ
ନୀରିହ ପ୍ରାଣରେ ନିଶ୍ୱାସର ଭାର
ଚାପି ଚାପି ନିଏ ଜୀବନକୁ ମୋର
ତୋ ପ୍ରେମ ବଞ୍ଚିବାକୁ ଦେଲାନି ଶାନ୍ତିରେ
ଓ……ହେ….ନା……
Video Credits –
Producer : Ramesh Barik
Actors : Ankit Mohanty, Niharika Dash & Mausam Sahu
Director : Pupun Jena
Assistant Director : Badal
Line Producer : GP Sovan
DOP : Rajesh
Associate : Jitu
Makeup : Prangya
Equipment : Sukadev Behera
Production Manager : Mithun, Dipu
Poem Writer : Tapu Nayak
Narrative Poem : Aswin Tripathy
Costume Designer : Mutyalu Dalei
Edit : Srujan Films & SkyTouch Films lab
Production Partner : RR Events & Promotions
Audio Credits –
Song : Kichi Luha Jharithila.
Singer : Human Sagar .
Lyrics : Siban Swain.
Music Director :SS Prasad .
Recorded At: MRR Studio.
Producer : Sukanya Devi.
Music Label : SkyTouch Music Series®.