Ollywood’s famous odia actor Babushan’s new movie of year 2018 Sriman Surdas is now getting popularity like anything. Here you will find Odia Film Song Khuda Kasam Mere Humdum Lyrics of Sriman Surdas movie sung by Swayam, Antara & featuring Babushan, Bhoomika.

ତୋପାଖେ ଥିଲେ ମୁଁ କଥା ହେଲେ
ମୋତେ ମୋ ମଞ୍ଜିଲ ମିଳି ଯାଏରେ
ମୋର ବଞ୍ଚିବା ମୋର ମରିବା
ତୋରି ନାଁ ରେ ସରିଯାଏରେ ..

ଖୁଦା କସମ୍ ମେରେ ହମ୍ ଦମ୍ ତୋ ଚାହତ୍‌ ମାରିଦେଲାରେ
ଖୁଦା କସମ୍ ତେରେହେ ହମ୍ ଏମନ ମାନି ନେଲାରେ (୨)

……ହଁ …ହଁ
ଏ ଆଖି ତତେ ନିଜର କଲା ପ୍ରଥମ ଦେଖାରେ
ଲାଗୁଛି ଆଜି ତୁ ଥିଲୁ ମୋର ପାପୁଲି ରେଖାରେ
ହଁ …ହଁ

ପ୍ରେମ କେମିତି ଜାଣିବା ପାଇଁ ପ୍ରେମରେ ପଡିଲି
ଜାଣିଲି କେବେ ମନରେ ତୋର ଘରଟେ ଗଢ଼ିଲି
ହଁ …ହଁ

ଯେବେଠୁ ତୋର ପ୍ରେମର ଠାର
ଇଯାଜ୍ଜତ ମୋତେ ଦେଇଦେଲାରେ …….
ଖୁଦା କସମ୍
ମେରେ ହମ୍ ଦମ୍ ତୋ ଚାହତ୍‌ ମାରିଦେଲାରେ
ଖୁଦା କସମ୍
ତେରେହେ ହ୍ମମଁ ଏମନ ମାନି ନେଲାରେ (୨)
ତେରେହେ ହ୍ମମଁ ଏମନ ମାନି ନେଲାରେ

🎧 Song Credits:
♪Singer- Swayam Padhi,Antara Chakrabarty
♪ Lyrics- Nirmal Nayak
♪ Music Director- Abhijit Majumdar
♪ Featuring- Babushan, Bhoomika

🎬 Movie Credits:
Starring- Babushan, Buddhaditya, Bhoomika
Director / Screenplay– Ashok Pati
Producer- Tarang Cine Productions
Chief Executive Producer- Debidutta Mohanty
Creative Head- Ranjan Satpathy
Dialogue Writer- Ranjit Pattnaik
DOP- Sitanshu Mohapatra
Choreography- Amit Nayak, Sudhakar Basant
Action- Juda Ramu
Publicity Head- Tribhuban Panda
Distribution Head- Manoj Mishra