Ollywood’s latest odia film Ajab Sanjura Gajab Love songs are now released on youtube. Jhia ra Icha Achi is one of the popular song on Babu Shan movie Ajab Sanjura Gajab Love. Get this sont lyrics from Odisha’s famous Odia Lyrics Portal. Jhia Ra Icha Achi Lyrics is written by Basant Raj Samal and music is by Prem Anand. Odisha’s best Actor Babushan acted along with Odia Actress Archita.

ଅନେଇ ଦେଇ ଆଖିରେ ସିଟି ମାରୁଛି
ଛିଟିକି ଗଲେ ଛାତିଟା ପିଟି ହଉଛି ..
ଅନେଇ ଦେଇ ଆଖିରେ ସିଟି ମାରୁଛି
ଛିଟିକି ଗଲେ ଛାତିଟା ପିଟି ହଉଛି ..
କେବେ ରାଗି ଯାଉଛି ବାଟ ଭାଙ୍ଗି ଯାଉଚି
ଅଧା ବାଟେ ପୁଣି ମୁଁହ ମୋଡ଼ି ଚାହୁଁଚି …….

ଝିଅର ଇଚ୍ଛା ଅଛି ଇଚ୍ଛା ଅଛି ଇଚ୍ଛା ଅଛି
ହେଲେ ନାଇଁ ନାଇଁ କରୁଛି … 2
ହଁ ..ବାଟରେ ଯେବେ ଦେଖା ହଉଛି ତଳକୁ ମୁଁହ ମାଡ଼ି ଦଉଚି
କଥା କହିଲେ ଛେପ ଧୁକୁଛି ତାମାନେ ପାଟି ପୂରା ପଟିଚି
ବାଟରେ ଯେବେ ଦେଖା ହଉଛି ତଳକୁ ମୁଁହ ମାଡ଼ି ଦଉଚି
କଥା କହିଲେ ଛେପ ଢୁକୁଛି ତାମାନେ ପାଟି ପୂରା ପଟିଚି

କଥାରେ କଥା ମିଶେଇ କିଂଣି ନଉଚି
ମନରେ ମନ ବସେଇ ଟାଣୀ ନଉଚି
କେବେ ଧରି ନଉଚି କେବେ ଟାଣି ନଉଚି
ଧ କହିଲେ ଧନ ପୂରା ମାଡ଼ି ଵଉଚି …..

ଝିଅର ଇଚ୍ଛା ଅଛି ଇଚ୍ଛା ଅଛି ଇଚ୍ଛା ଅଛି
ପୁଣି ନାଇଁ ନାଇଁ କରୁଛି …. 2
ଆଖିରେ ଯେବେ ଆଖି ରଖୁଛି 2/4 ଘଣ୍ଟା ଲାଖି ରହୁଛି
ପାଖରେ ଆସି ଘଷି ହଉଚି ଠିକଣା ବେଳେ ଖସି ଯାଉଛି
ଆଖିରେ ଯେବେ ଆଖି ରଖୁଛି 2/4 ଘଣ୍ଟା ଲାଖି ରହୁଛି
ପାଖରେ ଆସି ଘଷି ହଉଚି ଠିକଣା ବେଳେ ଖସି ଯାଉଛି
ଫୁଲ ଦୋକାନୀ ପାଖରୁ ଫୁଲ କିଣୁଚି
ଦବାକୁ ଆସି ଅଧାରୁ ଭୁଲି ଯାଉଚି
କେବେ ଲାଜ କରୁଛି
କେବେ ସଜହଉଚି
ଆ କହିଲେ ଆସୁନି ଯା କହିଲେ ଆସୁଚି ….

ଝିଅର ଇଚ୍ଛା ଅଛି ଇଚ୍ଛା ଅଛି ଇଚ୍ଛା ଅଛି
ପୁଣି ନାଇଁ ନାଇଁ କରୁଛି .
ଝିଅର ଇଚ୍ଛା ଅଛି (୩)
ପୁଣି ନାଇଁ ନାଇଁ ନାଇଁ କରୁଛି …

🎧 Song Credits:
♪ Singers- Ashutosh Mohanty
♪ Lyrics- Basant Raj Samal
♪ Music- Prem Anand

🎬 Movie Credits:
Banner- Sai Shradha Teleproductions Pvt LTD
Director- Ashok Pati
Producer- Bini samal, Nihar samal
Lyrics- Basant Raj Samal, Subrat Swain
Music- Prem Anand
D.o.p- Sitansu Mohapatra.
Editor- Sukumar Mani
Choreography- Sudhakar Basant

[Total: 0    Average: 0/5]