Presenting the latest odia movie song “Jhia Mane Sabu Pabana” from the new odia film “Ajab Sanjura Gajab Love” starring Babushan & Archita.

ଆରେ ଆଜି କାଲି ଝିଅ ଡୁପୁଲିକେଟ୍ ଘିଅ
ହେଲେ ଚକ ଚକ ଜରି
ଆରେ ଦେଖିବାକୁ ଥଣ୍ଡା ଛୁଇଲେ ଗରମ
ଭାଈନା ବିନା କ୍ଷୀର ଵାଲା କ୍ଷୀରି

ଝିଅ ମାନେ ସବୁ ପବନ ଆଗେ ଥଣ୍ଡୀ ହାୱ
ପରେ cyclone
ଝିଅ ମାନେ ସବୁ ଲଣ୍ଠନ ଆଗେ Oxygen
ପରେ Poison
ପ୍ରେମ କରିବା ଆଗରୁ ଲାଗନ୍ତି ଭାରି ଭଲ
ପ୍ରେମ ହେଇ ଗଲାପରେ କରନ୍ତି କଲବଲ
ସେତ ଡବଲ sim ଡବଲ sim ଡବଲ sim ଵାଲା
କି କହିବି ଝିଅ କଂର ଯେତେ Bio Data
ଶନିବାରେ ଫୁଲ ସେତ ରବିବାରେ କଣ୍ଟା
ଯାହାକୁ ଭାବୁଛୁ ଭାଇ ତୁ ମିଶିରୀ ମିଠା
ବାକି ହେଇ ଯିବ ସେତ ପିତା ଚିରେ ଇତା
ଭାଇନା ପିତା ଚିରେ ଇତା ..ଭାଇନାପିତା ଚିରେ ଇତା

ପ୍ରଥମେ ପ୍ରଥମେ ଝିଅ ନାଚନ୍ତି
ପୁଅଙ୍କ ହାତରେ କଣ୍ଡେଇ ପରି
ତାପରେ ଜାଣିଥା ଝିଅ ନଚାନ୍ତି
ପୁଅଙ୍କୁ ହାତରେ ରିମୋଟ ଧରି

ପ୍ରଥମେ ପ୍ରଥମେ ଝିଅ ମାନେତ
ଖାଆନ୍ତି ଅଜଣା ଚାଉଳ ଭାତ
ତାପରେ ମା ରାଣ୍ ସକାଳୁ ସଞ୍ଜ
ପୁଅଙ୍କ ସାଥିରେ ମହା ଭାରତ

ପ୍ରେମ କରିବା ଆଗରୁ ଲାଗନ୍ତି ପ୍ରଜାପତି
ପ୍ରେମ ହେଇ ଗଲାପରେ କରନ୍ତି ସଙ୍କରାନ୍ତି
ସେତ Double Role ..Double Role ଵାଲା
ଆଜି କାଲି ଝିଅ ଙ୍କର ପନ୍ଦରଟା ରୂପ
ପ୍ରେମ ତାଙ୍କ ପାଈଁ ଗୋଟେ ଜହ୍ନ ମାମୁଁ ଗପ
ଗୋରା ଗୋରା ଝିଅ କଂର କଳା କାର୍ନାମା
ଫୁଲ ଭିତରେ ପୁରେଇ ଦେଇ ଦେବେ ବୋମା
ଭାଇନା ଦେଇ ଦେବେ ବୋମା (୩)

ଲଭ ଆଗରୁ ପୁଅ ଲାଗନ୍ତି ଝିଅ କୁ ଟୋଟାଲ ସୁନା ପିଲା
ପ୍ରେମ ହେଲା ପରେ ଦିନ କେଇଟାରେ ଆମର କାଳେ
character ଢ଼ିଲା
ଲଭ ଆଗରୁ ଆମକଥାଗୁଡା ଝିଅ କୁ ଲାଗଇ ମହୁଠୁ ମିଠା
ପ୍ରେମ ହେଲା ପରେ ସେଇ ଝିଅ ପୁଣି କହେ ଭାଇ ଏଠୁ ଅଳିଆ ହଟା

ସେତ ମଉକା ପାଇଲେ କରନ୍ତି କେତେ ଖେଳ
ଖେଳ ସରିଲେ କରନ୍ତି ସାଷ୍ଟାଙ୍ଗ ନମସ୍କାର
ସେତ ଡବଲ ସାଉଣ୍ଡ ଡବଲ ସାଉଣ୍ଡ ଡବଲ ସାଉଣ୍ଡ ଵାଲା
ଦେଖି ଚାହିଁ ପ୍ରେମ ଟିକେ କରୁଥବ ଭାଇ
ଆଜି ହଁ କରି କାଲି କହି ଦେବେ ନାଇଁ
ଝିଅକୁ ବିଶ୍ୱାସ କରିବଟି ଯିଏ
ଅଖା ଧଉଥିବା ଗୁଣ ଗାଉଥିବ ସିଏ ଗୁଣ ଗାଉଥିବ ସିଏ
ଗାଉଥିବ ସିଏ ଗୁଣ ଗାଉଥିବ ସିଏ

🎧 Song Credits:
♪ Singers- Humane Sagar
♪ Lyrics- Basant Raj Samal
♪ Music- Prem Anand

🎬 Movie Credits:
Banner- Sai Shradha Teleproductions Pvt LTD
Director- Ashok Pati
Producer- Bini Samal, Nihar Samal
Lyrics- Basant Raj Samal, Subrat Swain
Music- Prem Anand
D.o.p- Sitansu Mohapatra.
Editor- Sukumar Mani
Choreography- Sudhakar Basant