Presenting Aa Ame Janha Re Lekhidaba To Naa Sathe Mo Naa Lyrics which is a new odia album song sung by Kuldeep Pattanaik & Asima Panda. The music of the song is given by Asad Nizam while lyrics is written by Tapu Nayak. The video song is featured by Sailendra Samantaray & Tanushree.

ଚୁନା ଚୁନା ଚାନ୍ଦିନୀ ତୁ
ଦିଗହଜା ଅନ୍ଧାର ମୁଁ
ତୁ ନଥିଲେ ମୁଁ ବି ନାହିଁ
ମୋ ପାଇଁ ତୁ ତୋ ପାଇଁ ମୁଁ
ଭସା ଭସା ଦୁଇ ଆଖି
ଯେବେ କଥା କହୁଛି
ସେଇ କଥା ମନେ ମନେ
ମୁଁ ବୁଝି ସାରିଛି
ତୁ ଥିଲେ ପାଖେ କିଛି ମୁଁ ଚାହେଁନା
ଆ ଆଜି ଜହ୍ନରେ ଲେଖିଦବା
ତୋ ନାଁ ସାଥେ ମୋ ନାଁ
ଭୁଲିଯିବା ଆମେ ଏଇ ଦୁନିଆ
ହଁ ଆ ଆଜି ଜହ୍ନରେ ଲେଖିଦବା
ତୋ ନାଁ ସାଥେ ମୋ ନାଁ
ଭୁଲିଯିବା ଆମେ ଏଇ ଦୁନିଆ
ଅସରାଏ ଖୁସି ବରଷେ ତୋ ଆଖିରେ ମତେ ଦେଖି
ହାଏ ସେ ଖୁସିରେ ହଜି ମୁଁ ଯାଏ
ନେଇଯାରେ ତୋ ସାଥେ ଡାକି
ତୋ ମନ ନ ବୁଝିଲେ ମୋ ଦୁନିଆ ଅନ୍ଧାର
ତୁ ଥରେ ହସିଦେଲେ ମୋର ସବୁ ସୁନ୍ଦର
ରହି ପାରୁନି ମୁଁ କାଇଁ ତୋ ବିନା
ଆ ଆଜି ଜହ୍ନରେ ଲେଖିଦବା
ତୋ ନାଁ ସାଥେ ମୋ ନାଁ
ଭୁଲିଯିବା ଆମେ ଏଇ ଦୁନିଆ
ହଁ ଆ ଆଜି ଜହ୍ନରେ ଲେଖିଦବା
ତୋ ନାଁ ସାଥେ ମୋ ନାଁ
ଭୁଲିଯିବା ଆମେ ଏଇ ଦୁନିଆ
ଅକାରଣେ ଯଦି ତୁ କେବେ ମୋ ଉପରେ ରାଗି ଯାଉଛୁ
ସେ ରାଗରେ ଏତେ ତୁ କାଇଁ
ଦିନରାତି ଜାଳି ମାରୁଛୁ
ଏତେ ପ୍ରେମ ଦେବି ତତେ ସବୁ ପର କରିବୁ
ସବୁ ଜନମରେ ଆସି ମୋ ପ୍ରେମିକା ହବୁ
ମାରିଦେଲାଣି ମତେ ତୋ ଭାବନା
ହଁ ଆ ଆଜି ଜହ୍ନରେ ଲେଖିଦବା
ତୋ ନାଁ ସାଥେ ମୋ ନାଁ
ଭୁଲିଯିବା ଆମେ ଏଇ ଦୁନିଆ
ଚୁନା ଚୁନା ଚାନ୍ଦିନୀ ତୁ
ଦିଗହଜା ଅନ୍ଧାର ମୁଁ
ତୁ ନଥିଲେ ମୁଁ ବି ନାହିଁ
ମୋ ପାଇଁ ତୁ ତୋ ପାଇଁ ମୁଁ …
Audio Credits:
♪ Music: Asad Nizam
♪ Lyrics: Tapu Nayak
♪ Singer: Aseema Panda, Kuldeep Patnaik
♪ An OdishaR production
Video Credits:
♪ Director : Pupun Jena
♪ Starring : Sailendra Samantaray & Tanushree
♪ DOP : Samanta Rajesh
♪ Editor : Aryan Films
♪ Associate Director : Kumar Jitu, Badal
♪ Poster : M Factor
♪ Art : Santosh Baroda(Nanda)
♪ Production Manager : Badal
♪ Make Up : Tutu
♪ Story, ScreenPlay, Direction : PupunJena