Hello everyone, How are you doing Odisha ? Have you heard of the Odia film Song Elina Bhumika Sivani Mo PainHeleni Tension ? Then don’t worry, here is the answer. Elina Bhumika Sivani Mo Pain Heleni Tension song is a movie song from Odia Film Love Express. This odia film song is written by famous Odia lyricist Dr. Nirmal Nayak and music is by Baidyanath Dash. Download this song Elina Bhumika Sivani Mo Pain Heleni Tension lyrics from Odia Lyrics portal.

ଆରେ ଏଲିନା, ଭୂମିକା, ଶିବାନୀ, ସୁପ୍ରିୟା
ମୋ ପାଇଁ ହେଲେଣି tension
କିଏ ହବ ମୋର ସୋଣୀ କୁଡିଆ
ମୁଁ କାହା ନାଁ କରିବି mention … [୨]

ମୁଁ କା’ ସାଥେ କରିବି dating chatting
କା’ ସାଥେ ହବ ମୋ Love setting
ମୁଁ ଭାବୁଚି ହଁ ଭାବୁଚି ଶୁବହଶାମ୍
ହାଏ ରାମ୍,କହିଁ ହୋ ନା ଯାଏ ବଦନାମ୍ … [୨]

ହାଏ ରାମ୍,…ହାଏ ରାମ୍,…..ହାଏ ରାମ୍,
ସବୁ ସୁନ୍ଦରୀଙ୍କ ଦିଲ୍ ଭିତରେ
ମୁଁ ରୋମାନ୍ସ ବାଲା ରିଲ୍
ଭାରି difficult କାହାକୁ ଛାଡିବି
କାହାକୁ କରିବି feel
ବିଦ୍ୟାରାଣ ତାଙ୍କ Bollywood ଛୁଙ୍କ
ହିଲ୍ ପିନ୍ଧା dance
ଯେତେ ଫସେଇଲେ ଫସିବିନି ଜମା
ମନ କହେ no chance…

ମୁଁ ଜାଣେନା କା’ ସାଥେ କରିବି shooting
ଧାଡିରେ କାହାକୁ ରଖିବି waiting
ମୁଁ ଭାବୁଚି …ମୁଁ ଭାବୁଚି ଶୁବହଶାମ୍
ହାଏ ରାମ୍,କହିଁ ହୋ ନା ଯାଏ ବଦନାମ୍ … [୨]

ଯେତେକ ସୁନ୍ଦରୀ ଆଖିର lense ରେ
ମୋ ସାଥେ ନିଅନ୍ତି selfie
କିଏ କହେ ଆସ caffeରେ ବସିବା
ପିଇବା cold coffee
I am fresh ଟୋକା କରିବିନି ଜମା
second hand Love
ଏବେ ମୁଁ ବୁଝୁଚି ମୋ ପାଇଁ Love
ସବୁଠୁ danger job
ଦିଲ୍ ଲୁଟେରା ମୁଁ କାହା ପାଇଁ ହେବି
ରାତିସାରା କାହା dream ଲୁଟିନେବି
ମୁଁ ଭାବୁଚି ହଁ ଭାବୁଚି ଶୁବହଶାମ୍
ହାଏ ରାମ୍, କହିଁ ହୋ ନା ଯାଏ ବଦନାମ୍…

Song : Elina Bhumika Sivani-Hai Ram
Singer : RS Kumar
Lyrics : Dr.Nirmal Nayak
Music : Baidyanath Dash
Music Arranger : Chella
Choreographer : Amit Nayak
Dialogue : Dr.Nirmal Nayak
VFX & Graphics : Binay Sutar
DOP : Pratap Rout
Co Director & Editor : Rajesh Dash
Director : Ramesh Rout
Song Mixing : Sitaram Agrawalla & Swapnajit Sabath
Producer : Sitaram Agrawalls & Namita Agrawalla
Banner & Music Lable : Sidharth Music,Sidharth TV
Song Dub At : Sidharth Studio
Song Dub By : Muna & Bubu

[Total: 0    Average: 0/5]