Latest Odia Song on Durga Puja 2019 now released with title Bullet Pachare Bulei Nebi sung by Odia Singer Humane Sagar. This odia lyrics is one of the dance item song of the year.

ଆମ ସାହିରେ ଭଡ଼ା ରହୁଛି ଗୋଟେ ବିୟୁଟି ଫୁଲ ଚ୍ଛୋରି
ଝରକା ବାଟେ ସ୍ମାଇଲ ଦେଇ ହାଟ୍ କଲା ଚୋରୀ (୨)
ସକାଳୁ ସଞ୍ଜ ତାଘର ଆଗେ …(୨)

ସାହି ଟୋକାଙ୍କ ଭିଡ଼
ହେଲେ ମୁଁ ..ହେଲେ ମୁଁ
ତାକୁ ବୁଲେଟ୍ ପଛରେ ବୁଲେଇ ନେବି ଦଶରା ବଜାର ମେଢ (୩)

ସକାଳେ ଯାଏ କଲେଜ ସିଏ ସଞ୍ଜରେ ଯାଏ ଟିଉଶନ୍‌
ଦେଖା ସେ ନହେଲେ ଲାଗେ ଟେନ୍ସନ
ଆରେ ଓଲିଉଡ଼ର ହିରୋଇନ୍‌ ପରୀ ଆଖିରେ କଳା ଚଷମା
ତାପାଇଁ ଛାତିରେ ଡେ଼ଲି ହଙ୍ଗାମା
ଦିୱାନ ତାର ପିମ୍ପଡି ପରି (୨)

ସତେକି ସିଏ ଗୁଡ଼
ହେଲେ ମୁଁ ..ହେଲେ ମୁଁ (୨)
ତାକୁ ବୁଲେଟ୍ ପଛରେ ବୁଲେଇ ନେବି ଦଶରା ବଜାର ମେଢ (୩)

ତାଘରେ ଯେବେ ଖୋଲେସେ ଚୁଟି
ମୋ ଘରେ ସାଂପୁ ବାସୁଛି
ଡ୍ରିମ ରେ ସିଏ ମୋ ଡେ଼ଲି ଆସୁଚି
ଭାଈରାଲ୍ ହେଇ ଚେହେରା ତାର ବୁଲୁଚି ମୋର ଛାତିରେ
ସୋଇ ମୁଁ ପାରୁନି ଆଉ ଶାନ୍ତିରେ
ଜାହା ସାଥିରେ କଲେଶେ କରୁ (୨)

ଆଖିରେ ଆଖି ମାଡ଼
ହେଲେ ମୁଁ ..ହେଲେ ମୁଁ (୨)
ତାକୁ ବୁଲେଟ୍ ପଛରେ ବୁଲେଇ ନେବି ଦଶରା ବଜାର ମେଢ… (୩)

Song : Aama Saai Re Bhadaa Rahuchi
Singer : Humane Sagar
Lyrics : Arun Mantri
Music : Baidyanath Dash
Camera : Rintu
Editor : Balram
DI, Graphics & Direction : Binay Sutar

Recorded At: Sidharth Music Studio.
Voice Dubbing & Mixing By: Swapnajit Sabat & Munna at Sidharth Music Studio
Mastering By: Sitaram Agrawal & Swapnajit Sabat at Sidharth Music Studio
Banner : Sidharth TV
Producer : Sitaram Agrawal & Namita Agrawal
Music Label : Sidharth Music

[Total: 0    Average: 0/5]