Odia Film Love Express is now running in all the theaters of Odisha successfully. Watch and read the odia lyrics of Awara Dil Mo kahe of Odia Film Love Express here and download it for free. Awara Dil Mo Kahe Odia Song Lyrics is by Human Sagar and Namita Agrawal alias Nibedita. Sunmeera And Swaraj acted in this lovely romantic song of Love Express. Lyrics is by famous odia lyricist Arun Mantri and music is by Baidyanath Dash.

ଆୱାରା ଦିଲ୍ ମୋ’କହେ
ତୋତେ ଖାଲି ଭଲ ପାଏ……
ଆୱାରା ଦିଲ୍ ମୋ’ କହେ ତୋତେ ଖାଲି ଭଲ ପାଏ
ତୋସାଥିରେ ଯାଉ ବୀତି- ସବୁଦିନ ସବୁରାତି..
ଓରେ ସାଥି ଓରେ ସାଥି (4)

ଦିୱନି ଦିଲ୍ ମୋ କହେ ତତେ ଖାଲି ତତେ ଚାହ୍ନେ
ତୁଥିଲେ ସାଥେ ମୋର ବାଟ ସାରା ହୀରା ମୋତି
ଓରେ ସାଥି …..ଓରେ ସାଥି (4)

ତୋ’ ଆଖି ମୋଆଖି ମିଶିଲା ଯେବେଠୁ
ଗୋଟିଏ ରାତିବି ମୁଁ ସୋଇନି ସେବେଠୁ
ଅଲଗା ଲାଗୁଚୁ ତୁ ମୋତେତ ସବୁଠୁ
ତୋ ବାଟ ଚାହ୍ନେରେ ମୁଁ ବସିଚି ଏବେଠୁ
ପାଗଲ ପନ୍ ମୋ କହେ ତୁ ଆଉ କାହାର ନୁହେ
ତୋସାଥିରେ ଯାଉ ଉଡି ମୋମନ ପର୍ଜାପତି
ଓରେ ସାଥି ଓରେ ସାଥି (୪)

ହୁର୍ଦୟ ଜୋଉଠି ତୋ ପନ୍ଦନ ସେଇଠି
ତୁଥିବୁ ଯେଉଠି ମୁଁ ଥିବିରେ ସେଇଠି
ଖୋଜିବି ତତେରେ ମୁଁ କହ୍ନିକି କୋଉଠି
ଆଖିରେ ଓଠତେ ତୁ ଅଛୁଁରେ ସବୁଠି
ଚୁଲବୁଲି ମନ ମୋ କହେ ତୋ ବିନା ମୁ କିଛି ନୁହେଁ
ତୋ ସାଥିରେ ବାଣ୍ଟି ନେବି ସବୁ ସୃତି ଅନୁ ଭୂତି
ଓରେ ସାଥି ଓରେ ସାଥି (୪)

Song : Awara Dil Mo Kahe
Film : Love Express
Singer : Human Sagar, Nibedita
Lyrics : Arun Mantri
Music: Baidyanath Dash
Music Arranger : Chella
Song Dub At : Sidharth Studio
Song Dub By : Muna & Bubu
Song Mastering Engineer : Sitaram Agrawal & Swapnajit Sabath
Story : Sidharth
Director : Ramesh Rout
Co Director & Editor : Rajesh Dash
D.O.P : Pratap Rout
Choreographer : Amit Nayak
Dialouge : Dr.Nirmal Nayak
VFX & Graphics : Binay Sutar
Banner : Sidharth Music,Sidharth TV
Producer : Sitaram Agrawal & Namita Agrawal

[Total: 0    Average: 0/5]