Presenting Aaina Lyrics which is an odia song sung by Humane Sagar & Aseema Panda. This new odia song is featured by Sovan & Sradha. Aaina Lyrics is written by Sandeep Panda and music is given by Sandeep Panda. The video is directed by Dibya.

ପୁ: ଆଇନା ଆଗରେ ତୋ, ପ୍ରତିଛବି ରଖି ମୁଁ
କହିବି ଭାବେ ଏତେ, କହି ପାରିବୁ କି ତୁ
ହୋ…
ଆଇନା ଆଗରେ ତୋ, ପ୍ରତିଛବି ରଖି ମୁଁ
କହିବି ଭାବେ ଏତେ, କହି ପାରିବୁ କି ତୁ
ଝି: ରାତି ରାତି ଚେଇଁ ଆଖି ଚାହିଁ ରହିଛି ଏ ସାଥି
ବରଗଛ ଛାଇ ତଳେ ଛୁଇଁଦବୁ କେବେ ଆସି
ପୁ: କହିବି, ନା ନା କହିବି, କହିବି ନ କହିବି ବି ରହି ହଉ ନାହିଁ
ଓ..ଓ…ଓ….
ଓ..ଓ…ଓ….
ଝି: ନୂଆ ନୂଆ ପ୍ରେମରେ ପଡିଛି ମୁଁ
ମୁରୁକି ମୁରୁକି କାଇଁ ହସେ
ଚାଲୁ ଚାଲୁ ଏବେ ଝୁଣ୍ଟି ପଡୁଛି
ତୋ ମୁହଁ ସବୁଠି ଦିଶେ
ପୁ: ତୋ ଗାଁ ମନ୍ଦିରରେ ଲୁଚି ବସିଥିବି ମୁଁ
ସାଙ୍ଗ ସାଥେ ଗପି ଗପି ହଁ ଯେବେ ଆସିଥିବୁ ତୁ
ଭାବେ ମୁଁ ଯିବିକି କହିବି ନ କହିବି ରହି ହୁଏନାହିଁ
ଓ..ଓ…ଓ….
ପୁ: ପୁନେଇଁ ଜହ୍ନ ଆଲୁଅ ପଡିବା ପଡିବା ହଉଥିଲା ସେ ରାତି
ମୁଁ ଯାଇଥିଲି ପ୍ରିୟା ପାଖକୁ ମୋ କଥା କହିବାକୁ ଏମିତି…..(୨)
ଝି: ଟିକିଲି ନାଇଲା ବେଳେ ଆଇନା ପଛେ ଦେଖେ
ଭାବିଲି ଭାବୁଛି ହେଲେ ମୁଁ କି ଜାଣେ ତୋ ସାଥେ
ଆସିଛୁ, ନା ନା ଆସି ତୁ, ଏମିତି ଭାବୁ ଭାବୁ କହିଦେଲୁ ତୁ
ପୁ: ଭଲପାଏ ତତେ ମୁଁ ହଁ ଭଲପାଏ ତତେ ମୁଁ
ତୋ ବିନା କାହାକୁ ଦେଖିପାରିବିନି ମୁଁ
ଓ..ଓ…ଓ….
ଓ..ଓ…ଓ….
♪Audio Credits ♪
►Singer- humane Sagar, Aseema Panda
►Music, lyrics- Sandeep Panda
►Arrangement – Abhishek Panigrahi
►Flute- Abhiram Nanda
►Mixing Mastering – Somesh Satapathy
►Recorded at- Somesh studio
►Dop & Edit – Chikun
►Producer – Samaresh Pattnaik
►Line Producer – Nandan Goswami
►Digital Promotion – Ollywood Creativity
♪ Video Credits ♪
►Starring : Sovan, Sradha, Bapi
►Direction:- Dibya
►DOP : Akshay ku. Nayak
►Ass. DOP:- Muna
►Ass.Director:- Jagadish Paikaray, Romy & Sashank
►Edit:- Manas Kumar Sahoo
►DI :- Gugu
►Producer:- Samaresh Pattnaik
►Line Producer:- Nandan Goswami
►Production Manager:- Srikant Singh
►Hair:- Rashmi
►Poster:- Nandan Goswami