Presenting Odia Album Song Sahebani Lyrics which is a odia love song sung by Kuldeep Pattnaik & Archana Padhi. Music by Abhijit Tripathy and Lyrics by Silu Bibhu.

ମହମି ମୁହଁ ତୋର ନିଏ ମତେ ମନ୍ତୁରେଇ
କାକର ଧୁଆ ହସ ଦିଏ ଛାଟି ବତୁରେଇ
ଟିକିଏ ଯେବେ ତୋ ଆଡକୁ ଦିଏ ମୁଁ ଅନେଇ
ଲାଜେଇ ଆଖି ମୋର ଯାଏ ଟିକେ ସେ ଲାଜେଇ
ଦୂରରୁ ଲାଗୁ କାଶ୍ମୀର କଣ୍ଢେଇ ତୁ…
ପାଖରୁ ପାଟ ଶାଢୀ ପିନ୍ଧା ପାଟରାଣୀ
ଶାହେବାନୀ ଓ ଶାହେବାନୀ
ନିଏ ଟାଣି ତୋର ଶାହେବୀ ଠାଣୀ
କାହିଁକି ଓ ହୋ କେଜାଣି
ନିଏ ଟାଣି ମୋର ଶାହେବୀଠାଣୀ
ଶାହେବାନୀ ଓ ଶାହେବାନୀ
ନିଏ ଟାଣି ତୋର ଶାହେବୀ ଠାଣୀ
କେମିତି ଆସିଲୁ ଓହ୍ଲେଇ ଆକାଶରୁ
ନିଜକୁ ଲୁଚେଇ ଜୋଚ୍ଛନା ଆଇନାରୁ
ବୁଝି ହେଉନି ଜମାରୁ
ହେଲାଠୁ ତୋ ସାଥେ ମୋର ଦେଖା
ମୋ ଦିଲ୍ ନାହିଁ ମୋ ପାଖେ ଆଗ ପରିକା
ରହେ ତୋ ପାଖେ ଅଧିକା
ସୂରୁଯ ଉଇଁଲେ ସୂରୁଯମୁଖୀ ମୁଁ
ସୂରୁଯ ନଇଁଲେ ମୁଁ ତାରା ତରୁଣୀ
ଶାହେବାନୀ ଓ ଶାହେବାନୀ
ନିଏ ଟାଣି ତୋର ଶାହେବୀ ଠାଣୀ
କାହିଁକି ଓ ହୋ କେଜାଣି
ନିଏ ଟାଣି ମୋର ଶାହେବୀଠାଣୀ
ଶାହେବାନୀ ଓ ଶାହେବାନୀ
ନିଏ ଟାଣି ତୋର ଶାହେବୀ ଠାଣୀ
ଚାହେଁ ମୁଁ ଦିନରାତି ହବାକୁ ତୋ ସାଥେ କଥା
କହିଲେ ଯାହା ପଛେ କହୁଥାଉ ଦୁନିଆଟା
ଓ ହୋ..ଚମକୁ ଏମିତି ତୁ ଯେମିତି ଖାଣ୍ଟି ହୀରା
ତୋ ପାଖେ ଫିକା ଲାଗେ ଚିକିମିକି ତୋଫା ଖରା
କଥା ତୋ କଥା ନୁହେଁ ରେ ଗୀତଟିଏ
କାହାଣୀ ଲେଖା ମଖମଲି ତୋ ଚାହାଣୀ
ହଁ ଆ…କାହିଁକି ଓ ହୋ କିଏ ଜାଣି
ନିଏ ଟାଣି ମୋର ଶାହେବୀଠାଣୀ
ଶାହେବାନୀ ଓ ଶାହେବାନୀ
ନିଏ ଟାଣି ତୋର ଶାହେବୀ ଠାଣୀ
କାହିଁକି ଓ ହୋ କେଜାଣି
ନିଏ ଟାଣି ମୋର ଶାହେବୀଠାଣୀ
SONG CREDITS:
Song Title – Sahebani
Singer – Kuldeep Pattnaik & Archana Padhi
Music – Abhijit Tripathy
Lyrics – Silu Bibhu
Violin – Jyoti Prakash
Recording – Smruti Studio, BBSR
Arrengements – Anshu
Mixing & Mastering – Smruti Ranjan
DOP & Edit – Dibya
Music Label – Mukti Music