Watch the Full Odia love Song Chori Chori. This song is Featured by AJ Sameer & NB Jyostna. Produced by Jayanti Samal, Lyrics by Ashok Das, sung by Humane Sagar & Aseema Panda. Directed by Jeetu & Sameer Panigrahy, and Music by Abinash Mishra.
ଚୋରି ଚୋରି କଲୁ ମନ ଚୋରି
ଚୁନା ଚାହାଣୀରେ ସୁନା ଗୋରୀ
ଏମିତି ସୁନ୍ଦରୀ ଦେଖିନି ତୋ ପରି
ହସରେ କଲୁ କି କାରିଗରୀ
ଚାହୁଁଥିବି ତତେ ମନ ଭରି
ଚାହୁଁ ଚାହୁଁ ଯାଉ ଦିନ ସରି
ଏମିତି କାହାଣୀ ନଥିବ କାହାରି
କରିଦେଲୁ ଏକି ଯାଦୁଗରୀ
ସୁନା ସୁନା ଲାଗେ ଯେବେ ନଥାଉ ତୁ ମୋ ପାଖେ
ଜଣା ଶୁଣା ସବୁ ଅଜଣା ହୁଏ ମୋ ଆଗେ
ତୋ ପ୍ରେମରେ ମୋ ଠିକଣା ହଜେଇ ଦେଲି
ଚୋରି ଚୋରି କଲୁ ମନ ଚୋରି
ଚୁନା ଚାହାଣୀରେ ସୁନା ଗୋରୀ
ଏମିତି ସୁନ୍ଦରୀ ଦେଖିନି ତୋ ପରି
ହସରେ କଲୁ କି କାରିଗରୀ
ଚାହୁଁଥିବି ତତେ ମନ ଭରି
ଚାହୁଁ ଚାହୁଁ ଯାଉ ଦିନ ସରି
ଏମିତି କାହାଣୀ ନଥିବ କାହାରି
କରିଦେଲୁ ଏକି ଯାଦୁଗରୀ
କେବେ ଯଦି କହିଦେବି ଆଖିବୁଜି ଡାକିଦେବି
ଲାଜରେ ଯିବୁନି ଦୂରେଇ
ଯେତେ ଭାବେ ତୋ କଥା ମୁଁ, ସେତେ କହି ପାରେନା ମୁଁ
ରଖିଛି ନିଜକୁ ବୁଝେଇ
ମନ ସିଲଟରେ ଲେଖି ଦେଇଯା ତୋ ହାତେ
ପ୍ରେମ ବ୍ୟାକରଣ ପଢୁଛି ଆଜି ତୋ ସାଥେ
ତତେ ନେଇ ମୋ ଦୁନିଆ ସଜେଇ ଦେଲି
ଚୋରି ଚୋରି କଲୁ ମନ ଚୋରି
ଚୁନା ଚାହାଣୀରେ ସୁନା ଗୋରୀ
ଏମିତି ସୁନ୍ଦରୀ ଦେଖିନି ତୋ ପରି
ହସରେ କଲୁ କି କାରିଗରୀ
ଚାହୁଁଥିବି ତତେ ମନ ଭରି
ଚାହୁଁ ଚାହୁଁ ଯାଉ ଦିନ ସରି
ଏମିତି କାହାଣୀ ନଥିବ କାହାରି
କରିଦେଲୁ ଏକି ଯାଦୁଗରୀ
ପ୍ରେମର ଏ ଅନୁଭୂତି ତୋ ସାଥିରେ ମୁଁ ସାଉଣ୍ଟୁଛି
ତୋ ନାଁରେ ଲେଖା ମୋ ଦିନ ରାତି
ତୋ ପରି ସାଥି ପାଇ ଆଉ କିଛି ଚାହେଁ ନାହିଁ
ଫିକା ତୋ ଆଗେ ହୀରା ମୋତି
ନିଜଠାରୁ ବେଶି ଭରସା ମୁଁ ତତେ କରେ
କଥା ଦେଲି ତତେ ଯିବିନି ତୋ ଠାରୁ ଦୂରେ
ଏକା ଏକା ତୋ ବିନା ପାରେନା ରହି
ଚୋରି ଚୋରି କଲୁ ମନ ଚୋରି
ଚୁନା ଚାହାଣୀରେ ସୁନା ଗୋରୀ
ଏମିତି ସୁନ୍ଦରୀ ଦେଖିନି ତୋ ପରି
ହସରେ କଲୁ କି କାରିଗରୀ
ଚାହୁଁଥିବି ତତେ ମନ ଭରି
ଚାହୁଁ ଚାହୁଁ ଯାଉ ଦିନ ସରି
ଏମିତି କାହାଣୀ ନଥିବ କାହାରି
କରିଦେଲୁ ଏକି ଯାଦୁଗରୀ
Song Credits
Song Title – Chori Chori 💝
Singer – Humane Sagar
Singer – Aseema Panda
Lyrics- Ashok Das
Music – Abinash Mishra
Recording & Mixing – Shaktiswor Mohapatra
Programming – Situ Rath
Producer- Jayanti Samal
Staring – AJ Sameer & NB Jyostna
Director – Jeetu & Sameer Panigrahy