Presenting Odia Album To Muhan Thu Besi Sundar To Mana Lyrics which is sung by Humane Sagar & Aseema Panda and music is created by Abhijit Tripathy. This song is written by Silu Bibhu while the music video is directed by Smruti R. This video is featuring with Sailendra Samantray & Mira.

ତତେ ମନେ ପକେଇ ଟିକେ ହସିଲେ
ଓଠ ମୋର ଖୁସି, ଖୁସି
ମନେ ଥରେ ସପନ ତୋ ନଆସିଲେ
ଆଖି ଯାଏ ରୁସି
ତୁ ମୋର ସବୁକିଛି, ତୋ ବିନା ମୁଁ ସୁନା
ତୋ ମୁହଁଠୁ ବି ବେଶୀ ସୁନ୍ଦର ତୋ ମନ..(୨)
ମୋ ମନଠୁ ବି ବେଶୀ ସୁନ୍ଦର ତୋ ମନ
ମୋ ମନଠୁ ବି ବେଶୀ ସୁନ୍ଦର ତୋ ମନ
ଡାକି ମୁଁ ନଥିଲି ତଥାପି କାଇଁ ତୁ
ବିନା ଡାକରାରେ ବି ଆସି ନିଜର ମୋ ହେଲୁ
ହଁ…
ଯେବେଠୁ ବାଣ୍ଟିଲୁ ତୋ ନିଜ ହସକୁ
ଭାବିଲି ସାଥେ ମିଶି ତୋ ପରି ଜଣେ ହେବାକୁ
ହଁ….
ମୋ ପରି ତୁ ହବାଟା ମୋ ପାଇଁ ସମ୍ମାନ
ତୋ ମୁହଁଠୁ ବି ବେଶୀ ସୁନ୍ଦର ତୋ ମନ
ତୋ ମୁହଁଠୁ ବି ବେଶୀ ସୁନ୍ଦର ତୋ ମନ
ମୋ ମନଠୁ ବି ବେଶୀ ସୁନ୍ଦର ତୋ ମନ
ମୋ ମନଠୁ ବି ବେଶୀ ସୁନ୍ଦର ତୋ ମନ
ଥିଲେ ତୁ ପାଖରେ ହୃଦୟ ଚାହେଁରେ
ଏମିତି ରହିଥା ସମୟ ଥମିଯାଉ ରେ
ହୋ….ମିଶି ତୋ ସାଥିରେ ବୁଝି ମୁଁ ଗଲିରେ
ପ୍ରେମ କରଜରେ ଆପେ ସେ ହେଇଯାଏରେ
ତୋ ସେଇ ଟିକେ ପ୍ରେମ, ମୋ ପାଇଁ ଜୀବନ
ତୋ ମୁହଁଠୁ ବି ବେଶୀ ସୁନ୍ଦର ତୋ ମନ
ତୋ ମୁହଁଠୁ ବି ବେଶୀ ସୁନ୍ଦର ତୋ ମନ
ମୋ ମନଠୁ ବି ବେଶୀ ସୁନ୍ଦର ତୋ ମନ
ମୋ ମନଠୁ ବି ବେଶୀ ସୁନ୍ଦର ତୋ ମନ
Audio Credits :
►Song: Muhan Thu Besi Sundar To Mana
►Singer: Humane Sagar & Aseema Panda
►Music director : Abhijit Tripathy (ATM)
►Lyrics: Silu Bibhu
►Star Cast: Sailendra Samantray & Mira
►Keyboard – Amitraja
►Rythm – Situ Ratha
►Sound Engineer – Milan Dash
►Background Scoring – Situ Ratha
►Flute – Abhiram Bhai