Presenting Odia Album Song Ede Beiman Tu Lyrics which is a odia Sad song sung by Humane Sagar. The Lyrics of the song is written by Sunil Maharana and music of the song is directed by Shubhransu Nayak.

ଏଡେ ବେଇମାନି ତୁ ଏଡେ ବେଦରଦି ତୁ
ଏଡେ ବେଇମାନି ତୁ ଏଡେ ବେଦରଦି ତୁ
ତତେ ଭରଷା କରି ଭଲ ପାଉଥିଲି ମୁଁ
ମୋ ହୃଦୟ ସାଥିରେ ଖେଳିଦେଲୁ ପ୍ରିୟା ତୁ
ନୂଆ ସାଥିଟେ ପାଇ ମତେ ଭୁଲିଗଲୁ ତୁ
ତୁ ହସୁଛୁ ସିନା ନିତି କାନ୍ଦୁଛି ଲୋ ମୁଁ
ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
ତୋ ମନକୁ ଭାବି ମନ୍ଦିର ଟିଏ ମନ ତତେ ଦେଲି
ମନ ନେଇ ତୁ ଖେଳିବୁ ବୋଲି ଭାବି ମୁଁ ନଥିଲି
ମୋ ପ୍ରେମରେ ଥିଲା କୋଉଠି ଊଣାଗଲୁ ମତେ ଭୁଲି
ଛଡେଇ ନେଲୁ ଖୁସି ମୋର ଦୁଃଖ ଦେଲୁ ଖାଲି
ଏଡେ ସ୍ୱାର୍ଥପର ତୁ ଜାଣି ନଥିଲି ଲୋ ମୁଁ….(୨)
ତତେ ବିଶ୍ୱାସ କରି ଆଜି ମରୁଛି ଲୋ ମୁଁ
ମୋ ଛାତିର କୋହରେ ଜଳି ଯିବୁ ପ୍ରିୟା ତୁ….(୨)
ମୋ ହୃଦୟେ ତତେ ବସେଇଥିଲି ଘରଟିଏ କରି
ବୁଝିଲୁ ନାହିଁ ପ୍ରେମକୁ ମୋର ଗଲୁ ଛାତି ଚିରି
ମୋ ଜୀବନେ ଯାହା ରଖିଥିଲି ମୁଁ ସବୁ ଲୁଟି ନେଲୁ
ଆଉ କାହା ପ୍ରେମ ପାଇଲୁ ବୋଲି ମତେ ଛାଡିଦେଲୁ
ଏଡେ ଧୋକେବାଜ ତୁ ଭାବି ନଥିଲି ଲୋ ମୁଁ…(୨)
ମୁଁ ସରଳ ବୋଲି ଆଜି ଠକିଦେଲୁ ତୁ
ମୋ ଭଲ ପାଇବାକୁ ଝୁରି ମରିବୁ ଲୋ ତୁ…(୨)
ଏଡେ ବେଇମାନି ତୁ ଏଡେ ବେଦରଦି ତୁ
ତତେ ଭରଷା କରି ଭଲ ପାଉଥିଲି ମୁଁ
ମୋ ହୃଦୟ ସାଥିରେ ଖେଳିଦେଲୁ ପ୍ରିୟା ତୁ
ମୋ ଆଖିର ଲୁହରେ ଭାସିଯିବୁ ପ୍ରିୟା ତୁ
ମୋ ଛାତିର କୋହରେ ଜଳି ଯିବୁ ପ୍ରିୟା ତୁ…
Video & Audio Credits:
Song : Ede Beiman Tu Male
Staring : Priyanka Arjun & Deepak
Directed By : Pupun Jena
Singer : Humane Sagar
Lyrics : Sunil Maharana
Music : Shubhransu Nayak
D.O.P. : Sandeep Sahoo.
Edit By: Pupun Jena.
DI Colorist : Biswajit Swain
Make-Up: Gautam, Manash
Post Production : Camera Queen
Poster : GaribaLoka
Producer : OdiaNews24