Presenting Odia Album Song Mane Tu Paduchu Alo Pageli Lyrics which is a odia sad song sung by Humane Sagar. The Lyrics of the song is written by Sunil Maharana and music of the song is composed by Shubhransu Nayak. Artist featured in the music video is Omm, Prajyoti.

ଭଲପାଇ ତତେ ଭଲରେ ଥିଲି
ଭୁଲିଯିବୁ ମତେ ଭାବି ନ ଥିଲି
ଓ..ଭଲପାଇ ତତେ ଭଲରେ ଥିଲି
ଭୁଲିଯିବୁ ମତେ ଭାବି ନ ଥିଲି
କଥା ଥିଲା ଚାଲିବା ସାଥି ହେଇ
ମତେ ଛାଡି କୁଆଡେ ଗଲୁ ଚାଲି
ବଞ୍ଚିବାକୁ ଦଉନି ତୋ ଅଭୁଲା ସ୍ମୃତି
ଭୁଲିବାକୁ ଚାହିଁଲେ କି ଭୁଲି ପାରୁଛି
ତତେ ମନରେ ରଖି ମୁଁ ମରୁଛି ଜଳି
ମନେ ତୁ ପଡୁଛୁ ଆଲୋ ପାଗେଳି
କୋଉଠି ଅଛୁ ତୁ ଆଲୋ ଫେରି
ମନେ ତୁ ପଡୁଛୁ ଆଲୋ ପାଗେଳି
କୋଉଠି ଅଛୁ ତୁ ଆଲୋ ଫେରି
ଭୁଲିଗଲୁ କି ପ୍ରିୟା ଆମ ପୁରୁଣା ଦିନ
ତୁ ଥିଲୁ ମୋ ଦୁନିଆ ଥିଲୁ ମୋ ଜୀବନ
କାହା ପ୍ରେମ ତୋ ପାଇଁ ହେଲା ମୋ ଠାରୁ ବେଶୀ
କିଏ ତତେ ଦେଲା ମୋଠୁ ଅଧିକ ଖୁସି
ଥରେ କହିଦେ ପ୍ରିୟା ତତେ ରାଣ ଲୋ ମୋର
ମନେ ପଡେକି ନାହିଁ କେବେ ମୋ କଥା ତୋର
କାହା ଇସାରାରେ ତୁ ଗଲୁ ବଦଳି
ମନେ ତୁ ପଡୁଛୁ ଆଲୋ ପାଗେଳି
କୋଉଠି ଅଛୁ ତୁ ଆଲୋ ଫେରି
ମନେ ତୁ ପଡୁଛୁ ଆଲୋ ପାଗେଳି
କୋଉଠି ଅଛୁ ତୁ ଆଲୋ ଫେରି
କଥା ଦେଇଥିଲୁ ତୁ ପିନ୍ଧିବୁ ମୋ ସିନ୍ଦୁର
କେମିତି ପାସୋରିଲୁ ମତେ ମନରୁ ତୋର
ତୁ ଗଲା ପରେ ଲୋ ଭାରି ଲାଗୁଛି ଏକା
କିଏ ଜାଣେ ତୋ ସାଥିରେ କେବେ ହବ ଲୋ ଦେଖା
ଆମ ସପନ ସବୁ ରହିଗଲା ଲୋ ଅଧା
ଭାବିଦେଲେ ତୋ କଥା ଆଖି ହୁଏ ଲୋ ଓଦା
ଭଲ ଲାଗୁନି କିଛି ପ୍ରିୟା ତୁ ନାହୁଁ ବୋଲି
ମନେ ତୁ ପଡୁଛୁ ଆଲୋ ପାଗେଳି
କୋଉଠି ଅଛୁ ତୁ ଆଲୋ ଫେରି
Song Credits:
Song : Mane Tu Paduchu Alo Pageli
Singer : Humane Sagar
Casting: Omm, Prajyoti, Papu, Deepak & Other
Screenplay-Story-Direction: Smruti R
Lyrics : Sunil Maharana
Music: Shubhransu Nayak
Arrangement/ BGM : Subun Rock
DOP: Soumya Mohanty
Ass. DOP: Smruti Ranjan
Ass. Director: Deeps