We found 0 resources for you...

ଗର୍ଭାବସ୍ଥାର ଯତ୍ନ

OdiaWeb 0 Comments

ସଫଳ ମାତୃତ୍ଵ ପାଇଁ କ’ଣ ସବୁ ଆବଶ୍ୟକ ଗର୍ଭାବସ୍ଥାରେ ପ୍ରସବ ସମୟରେ ଓ ପ୍ରସବ ପରେ ମା’ର ଯତ୍ନ ଆବଶ୍ୟକ ।ଏ ବିଷୟରେ କିଛି ତଥ୍ୟ ଜାଣି ରଖନ୍ତୁ । ମା’ ହେବାଠାରୁ ବଳି ସୁଖର କଥା ଆଉ କଣ ଥାଇପାରେ…

Continue reading

ମହିଳାମାନଙ୍କର ସମସ୍ୟା

OdiaWeb 0 Comments

ସ୍ତନ କର୍କଟ ମହିଳାମାନଙ୍କର ସ୍ତନରେ ହେଉଥିବା କର୍କଟ ରୋଗ ଭୀଷଣ ମାରାତ୍ମକ ଅଟେ   । କିନ୍ତୁ ସ୍ତନରେ ସବୁ ପ୍ରକାର ଆବୁ କର୍କଟ ରୋଗ ନୁହେଁ  । କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖି ଚିକିତ୍ସା କଲେ ପ୍ରାୟତଃ ରୋଗ ଭଲ…

Continue reading

ଶିଶୁ ଜନ୍ମ ପରେ ମା’ର ସ୍ୱାସ୍ଥ୍ୟ

OdiaWeb 0 Comments

ଖାଦ୍ୟ ଓ ପରିଚ୍ଛନ୍ନତା ଏକାଦଶ ଅଧ୍ୟାୟରେ ଜେଭଳି ବର୍ଣ୍ଣନା କରାଯାଇଛି, ଶିଶୁର ଜନ୍ମ ପରେ ମା’ ଯେତେ ଅଧିକ ସମ୍ଭବ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ । ଯେ କୌଣସି ଖାଦ୍ୟକୁ ମନା କରିବା ଉଚିତ୍ ନୁହେଁ, ଯେଉଁ ଖାଦ୍ୟଗୁଡିକ ତାଙ୍କ…

Continue reading

ରଜୋନିବୃତ୍ତି

OdiaWeb 0 Comments

ଉପକ୍ରମ (ଯେତେବେଳେ ସ୍ତ୍ରୀ ଲୋକମାନଙ୍କର ମାସିକ ଋତୁସ୍ରାବ ବନ୍ଦ ହୋଇଯାଏ) ରଜୋନିବୃତ୍ତି ସ୍ତ୍ରୀମାନଙ୍କ ଜୀବନରେ ଏଭଳି ଏକ ସମୟ ଯେତେବେଳେ କି ତାଙ୍କର ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ   । ରଜୋନିବୃତ୍ତି  ପରେ ନାରୀଟି ଗର୍ଭଧାରଣ ଶକ୍ତି ହରାଇ ବସେ …

Continue reading

ମାଆକୁ ପ୍ରସବନିମନ୍ତେ ପ୍ରସ୍ତୁତ କରିବା

OdiaWeb 0 Comments

ମାଆକୁ ପ୍ରସବନିମନ୍ତେ ପ୍ରସ୍ତୁତ କରିବା ପ୍ରସବ ସମୟ ଯେତେ ନିକଟ ହେଉଥିବ, ମାଆକୁ ସେତେ ଅଧିକ ଥର ଦେଖା ଶୁଣା କରିବା ଆବଶ୍ୟକ  । ଖାଇବାପରେ ଘଣ୍ଟାଏ ଲେଖାଏଁ ଦିନକୁ ୨ ଥର ମା’ ଶୋଇବା ଆବଶ୍ୟକ   । ଯଦି ତାଙ୍କର…

Continue reading

ବିପଦପୂର୍ଣ୍ଣ ମା’ ଓ ଶିଶୁ

OdiaWeb 0 Comments

ସ୍ୱାସ୍ଥ୍ୟକର୍ମୀ  ଓ ଧାଈମାନଙ୍କପାଇଁ ପଦେ କେତେକ ମହିଳାଙ୍କର ପ୍ରସବ କଷ୍ଟକର ହୋଇଥାଏ  ଓ ପ୍ରସବ ପରେ ମଧ୍ୟ ବିଭିନ୍ନ ଜଟିଳତା ଦେଖାଦେଇଥାଏ   । ଏପରିକି କେତେକ ଶିଶୁ ଜନ୍ମ ସମୟରେ ଅସୁସ୍ଥ ଇ ସ୍ୱଳ୍ପ ଓଜନର ହୋଇଥାନ୍ତି  । ଏ କ୍ଷେତ୍ରରେ…

Continue reading

ନବଜାତ ଶିଶୁର ରୋଗ

OdiaWeb 0 Comments

ଶିଶୁ ଦେହରେ କୌଣସି ସମସ୍ୟା ଅଥବା ରୋଗ ଦେଖିଲେ ସଙ୍ଗେ ସଙ୍ଗେ ସେଥିପ୍ରତି ଉପଯୁକ୍ତ ଦୃଷ୍ଟି ଦେବା ଓ ଚିକିତ୍ସାର ବ୍ୟବସ୍ଥା କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ   । ଯେଉଁ ରୋଗ ବୟସ୍କମାନଙ୍କୁ କିଛି ଦିନ ବା କେତେ ସପ୍ତାହରେ ମାରିପାରେ  ।…

Continue reading

ଜନ୍ମଦ୍ଵାର ଫାଟିଯିବା

OdiaWeb 0 Comments

ଶିଶୁକୁ ବାହାର କରିବା ପାଇଁ ପ୍ରଜନନ ଦ୍ଵାରକୁ  ବହୁତ ଖୋଲିବାକୁ ପଡିଥାଏ   । କୌଣସି ସମୟରେ ଯଦି ଏହା ଅଧିକ ଖୋଲି ନ ଥାଏ ତେବେ ତାହା ପ୍ରସବ ସମୟରେ ଫାଟିଯାଏ   । ପ୍ରଥମ ସନ୍ତାନ ଜନ୍ମ ସମୟରେ ପ୍ରଜନନ ଦ୍ଵାର…

Continue reading

ଜୋରରେ ରକ୍ତସ୍ରାବ

OdiaWeb 0 Comments

ଜୋରରେ ରକ୍ତସ୍ରାବ (ଖୁବ୍ ଜୋରରେ ରକ୍ତ ବୋହିବା) ଯେତେବେଳେ ଫୁଲ ପଡିବ ତା’ପରେ କିଛି ରକ୍ତ ନିଗିଡିବା ସ୍ଵାଭାବିକ ଅଟେ   । ଏହି ରକ୍ତସ୍ରାବ ସାମାନ୍ୟ କେତେ ମିନିଟ୍ ପାଇଁ ହୋଇଥାଏ  ଓ ସମୁଦାୟ ୧/୪ ଲିଟର ରକ୍ତ ନିଗିଡି ଥାଏ …

Continue reading

ଋତୁସ୍ରାବ ସମୟ

OdiaWeb 0 Comments

ମହିଳାମାନଙ୍କର ମାସିକ ଋତୁସ୍ରାବ ଅଧିକାଂଶ ଝିଅଙ୍କର ୧୧ ବର୍ଷ ବୟସରୁ ୧୬ ବର୍ଷ ମଧ୍ୟରେ ମାସିକ ଋତୁସ୍ରାବ ହୋଇଥାଏ   । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଝିଅଟି ବଡ ହୋଇଗଲା ଓ ସେ ଏଣିକି ଗର୍ଭବତୀ ହୋଇପାରେ   । ମାସିକ…

Continue reading