OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Speech on Republic Day 2019 [PDF]

Republic Speech in Odia

Are you looking for Odia Speech on Republic Day ? Then you are at the right place. Here is the best Republich speech in Odia language.  This is the sample republich speech, we are working on it now. Please share yor valuable comment so that we can start on different speech topic as per your request. Therefore don’t forget to write to us.

ସମ୍ମାନିତ ସଭାପତି ମହୋଦୟ, ପୁଜ୍ୟ ଗୁରୁଜୀ, ସଜ୍ଜନମଣ୍ଡଳୀ, ସ୍ନେହର ଛାତ୍ର ଛାତ୍ରୀ, ଶ୍ରଦ୍ଧେୟ ପ୍ରତିଯୋଗୀବୃନ୍ଦ, ଆଜି ସଭାରେ ଉପସ୍ଥିତ ପୂଜ୍ୟ ବିଚାରକମଣ୍ଡଳୀ ୤ ଆଜି ଆମ ବିଦ୍ୟାଳୟରେ ____ତମ ଗଣତନ୍ତ୍ର ଦିବସ ପାଳନ କରୁଅଛୁ ୤ ଏହି ଅବସରରେ ମୁଁ କିଛି କହିବାର ସୂଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି ୤

ଗଣ ଶବ୍ଦର ଅର୍ଥ ଲୋକମାନେ, ତନ୍ତ୍ର ଶବ୍ଦର ଅର୍ଥ ଶାସକ ୤ ଆମେ ସମସ୍ତେ ଜାଣୁ ଆମ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧିନ ହୋଇଥିଲା ୤ କିନ୍ତୁ ୧୯୫୦ ମସିହା ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଆମ ଦେଶ ଇଂରେଜ ପ୍ରଦତ୍ତ ଆଇନ କାର୍ଯ୍ୟକାରୀ ହୋଇଥିଲା ୤ କିନ୍ତୁ ସେହି ମସିହା ଜାନୁୟାରୀ ୨୬ ତାରିଖ ଦିନ ଭାରତର ସ୍ୱତନ୍ତ୍ର ଆଇନ ଖସଡା ବା ସମ୍ବିଧାନ ସେହି ଦିନଠାରୁ ପ୍ରଣିତ ହୋଇଥିଲା ୤

Download Odia Speech on Republic Day 2019 PDF

Comments

comments