OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Sms For Lovers Kebala Tume Hni Mo Hrudaya Niaktatara

Are you looking for Odia Sad Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

odia sad sms.
odia sad sms.

କେବଳ ତୁମେ ହିଁ ମୋ ହୃଦୟର ନିକଟତର
ତୁମର ପ୍ରେମ ହିଁ ମୋର ପ୍ରକୃତ ଭାଗ୍ୟ
ଏପର୍ଯ୍ୟନ୍ତ ମୁଁ ମୋ ଜୀବନରେ ହାରି ଆସିଛି
ତୁମର ଉପସ୍ଥିତି ଏହି ଜୀବନର ଏକମାତ୍ର ବିଜୟ

Kebala tume hni mo hrudayara nikatatara
Tumara prema hni mora prakruta bhagya
Eparjyanta mun mo jeebanare hari asichhi
Tumara upasthiti ehi jeebanara ekamatra bijaya

Odia sms

ପତ୍ର ପାଇ ତୁମେ ଯେ ପତ୍ର ଲେଖିବ
କେଉଁଠାରେ ଅଛ ରହି ଭଲମନ୍ଦ ତମ
ଶୁଭାଶୁଭ ବାର୍ତ୍ତା ମୋତେ
ଯେ ଦେବ ଜଣାଇ

Patra pai tume je patra lekhiba
keunthare achha rahi bhalamanda tama
shubhashubha barta mote
Je deba janai

Odia Sms

ତୁମେ ଜଦି ମୋତେ ଭଲ ପାଉଥାଓ
ଆମର ଅମର ପ୍ରୀତି ଆମ ପ୍ରୀତି ସାକ୍ଷୀ
ରହିଥିବ ସଦା ସେଦିନ ମିଳନ ରାତି

Tume jadi mote bhala pauthao
Amara amara preeti sakshee
rahithiba sada sedina milana rati

ତୁମରି ଉପରେ ଭରସା ରଖି
ମୁଁ ଆଖିଲୁହ ସାକ୍ଷୀ କରିଦିନ
ବିତାଇଛି ଦୁଃଖର ଅଶ୍ରୁରେ
ତବ ପାଦ ଆଶ୍ରା କରି

Tumari upare bharasha rakhi
Mun akhiluha sakhee karidina
Bitaichi dhukhara ashrure
Taba Pada Ashra kari

ତୁମରି ଯଦି ପାଦୁ ଦୂରେଇ
ଦେବ ହେ ମୁଁ ହେବି କାହାର
କୁହ ଆଶା ରଖିଅଛି ତୁମରି
ପାଦକୁ ଅନ୍ତରେ କୁହୁଳେ କୋହ

Tumari jadi padu durei
Deba he mu hebi kahara
Kuha asha rakhiachhi tumari
Padaku antare kuhule koha

Comments

comments