Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ମୋ ଉପରେ ତୁମେ ବିଶ୍ୱାସ ରଖିବ ତୁମକୁ ମୋ ରାଣ
ଆନମନା ତୁମେ ନ ହେବ ସୁନ୍ଦରୀ ତୁମକୁ ମୋ ନିବେଦନ
Mo upare tume bishwasa rakhiba tumaku mo rana
anamana tume na heba sundaree tumaku mo nibedana
ଚୋରା ଚାହାଣୀର ଭାବ ବୁଝି ହୁଏ ବୁଝାଯାଏ କିଛି ଇଶାରା
ଧରା ଦେଇ ଧରା ଦବ ନାହିଁ କେବେ କଥା ସରେ ଦେଲେଟି ଧାର ।
Chora chahaneera bhaba hue bujhi hue bujhajae kichhi ishara
dhara dei dhara daba nahi kebe sare deleti dhara
ନିଜ ସ୍ୱାମୀ ଭାବି ତୁମର ଯୌବନ ମୋ ହାତେ ପରଶି ଦେଲ
ପ୍ରଥମ ମଳିନ୍ ବାସ ରାତି ଭାବି ପ୍ରୀତିର ଖେଳ ଖେଳିଲ
Nija swamee bhabi tumara jobana mo parashi dela
prathama malina basa rati bhabi preetira khela kholila
ଯୌବନ ଗଙ୍ଗାରେ ସ୍ନାନ କରିଥିଲି ପବିତ୍ର ଜାହ୍ନାବୀ ଧାରାଇ
ନଦୀ ସୃଷ୍ଟି କରି ବହି ଆସିଥିଲା ତ୍ରିକୋଣ ଦ୍ୱୀପରୁ ପରା
Joubana rangare snana karithili pabitra jahnabee dharai
nadee srushti kari bahi asithila trikona dwaparu para
Comments
comments