OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Recipe Gulugula – କେମିତି ପ୍ରସ୍ତୁତ କରିବେ ଗୁଲୁଗୁଲା

Gulugula(ଗୁଲୁଗୁ୍ଲା) is a breakfast recipe famous in eastern part of India i.e. Odisha. In Odisha, Gulugula is so famous breakfast(nasta). People used to take it with Ghuguni and with real taste of it only comes with Ghuguni.

Since some of our visitors are requested to share the recipe in our own language, here our step to share the method to prepare Gulugula a odia breakfast recipe.

ପରିମାଣ :
ଅଟା – ୨୫୦ ଗ୍ରାମ୍
ନଡିଆ – ଚାରିନୋଳା
ଚିନି – ୨୦୦ ଗ୍ରାମ
ପାନମହୁରୀ – ୧୦ ଗ୍ରାମ୍
ତେଲ – ୨୫୦ ଗ୍ରାମ

ପ୍ରସ୍ତୁତ ପ୍ରଣାଳୀ :
ଅଟାକୁ ପାଣିଦେଇ ଚିନି, ପାନମହୁରୀ, ନଡିଆ ଯାହାକୁ ପ୍ରଥମେ କୁଚୁକୁଚୁ କାଟି ଭଲଭାବେ ଫେଣ୍ଟି ଗୋଳାଇ ଦିଅନ୍ତୁ.
ଏହା ବହଳିଆ ହେଇଗଲାପରେ, କଡାଇରେ ତେଲ ଗରମ କରି ଏହି ଆଣକୁ ଗୋଲ୍ ଗୋଲ୍ କରି ଛାଣି ନେବ. ଏହାକୁ

ତେଲରେ ବୁଡାଇ ଭଲଭାବେ ଛାଣିନେବ. ଏହା ଖାସ୍ତାହେଲେ ବେଶି ଭଲ ଲାଗିବ.

ଏହାକୁ ଘୁଗୁନି ସହିତ ପରସିଲେ ବେସି ଭଲ ଲାଗିବ.

Comments

comments