OdiaWeb- Odia Film, Music, Songs, Videos, SMS, Shayari, Tourism, News

ବ୍ରେଡ୍ ପକୋଡି

Bred Pokodi

Bred Pokodi

ସାମଗ୍ରୀ:
୪ପିସ୍ ବ୍ରେଡ୍
ଗୋଟିଏ ପିଆଜ
ଟିକେ ଅଦା
୬ଟି କଞ୍ଚାଲଙ୍କା
୧କପ୍ ବେସନ
ବେକିଂ ପାଉଡର୍
ଅଧ ଚାମଚ ଟିକେ ଲୁଣ
ଛାଣିବା ପାଇଁ କିଛି ତେଲ
ପରିମାଣ ମୁତାବକ ଲୁଣ

ପ୍ରସ୍ତୁତ:
ବ୍ରେଡ୍ କୁ ଖଣ୍ଡ ଖଣ୍ଡ କରିଦିଅ |ପିଆଜ ପତଳା ଲମ୍ବା ଲମ୍ବା କରି କାଟ|ବେସନ,ଲୁଣ,ପାଉଡର ଓ କପ୍ ପାଣି ମିଶାଅ |ଅଦା ,ଜୁଆଣି ଓ କଞ୍ଚାଲଙ୍କା କଟା ଦେଇ ବ୍ରେଡ୍ ଖଣ୍ଡ ଓ ପିଆଜ କଟା ମିଶାଅ |ତେଲ ଗରମ କରି ପକୋଡି ଗୁଡିକୁ ଛାଣନ୍ତୁ |ଏହା ଗରମ ଟମାଟୋ ସସ୍ ସହ ଖାଇବେ |ଥଣ୍ଡା ହୋଇଗଲେ ଏହାର ସ୍ବାଦ ନଷ୍ଟ ହୋଇଯାଏ |

Comments

comments