OdiaWeb- Odia Film, Music, Songs, Videos, SMS, Shayari, Tourism, News

ଅଣ୍ଡା ପକୋଡି

anda pokada

anda pokada

ସାମଗ୍ରୀ:
ଗୋଟିଏ ଅଣ୍ଡା
୧କପ୍ ବେସନ
୨ଟା ପିଆଜ
୮ଟା କଞ୍ଚା ଲଙ୍କା
କିଛି ଧନିଆ ପତ୍ର
ଟିକେ ଅଦା
ଛାଣିବା ପାଇଁ ତେଲ
ଦରକାର ମୁତାବକ ଲୁଣ

ପ୍ରସ୍ତୁତି:
ଅଣ୍ଡାକୁ ଭଲ ଭାବରେ ଫେଣ୍ଟି ନେଇ ସେଥିରେ ବେସନ ମିଶାନ୍ତି |ବେସନ ଭଲ ଭାବରେ ମିଶାଇ ନେଇ ପିଆଜ କଟା ,କଞ୍ଚାଲଙ୍କା,ଅଦା ଓ ଧନିଆପତ୍ର କଟା ଭଲ ଭାବରେ ଗୋଳାଇ ନେବେ |ଏଥିରେ ପାଣି ଦେବେନି ,ଅଳ୍ପ ନିଆଁରେ ଛାଣିବେ |ନିଆଁ ବେଶୀ ହେଲେ ପୋଡିଯିବ |ଏହାକୁ ଗରମ ଗରମ ଖାଇବେ |

Comments

comments