OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 9th Dec 2020

Odia Rashiphala

Odia Rashiphala

ଯାତ୍ରା ଶୁଭଦାୟକ ହେବ । କ୍ରୋଧିତ ହୋଇ ଶତ୍ରୁ ଉପରେ ବିଜୟ ହାସଲ କରିବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁସମ୍ୱାଦ ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିପାରନ୍ତି ।
ବ୍ୟବସାୟ ବ୍ୟସ୍ତ ବହୁଳ ହେବ । ଅଧ୍ୟାପନା ପାଇଁ ଅଧ୍ୟୟନରତ ହେବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସନ୍ତାନ ଲାଭ ହୋଇପାରେ । ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ମନସ୍କାମନା ପୂରଣ ହେବ । ପରିଶ୍ରମର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଗୃହ ପରିବେଶ ସ୍ୱାସ୍ଥ୍ୟ ଉପଯୋଗୀ ହେବ । ଦାତା, ଭୋକ୍ତା, ଗୁଣବାନ୍ ଓ ଧନୀ ହୋଇପାରନ୍ତି । ମାନ ସମ୍ମାନଯୁକ୍ତ ହେବେ ।
ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି । ଶ୍ରମ ସାର୍ଥକ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଦିଅଁ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଶାନ୍ତି ମିଳିବ । ସରକାରୀ ସ୍ତରରୁ ଲାଭ ମିଳିବ ।
ବିବାଦୀୟ ଘଟଣାରେ ବିଜୟୀ ହେବେ । ଆଶାବାଦୀ ହେବେ । କୌଣସି କାରଣରୁ ବିଷାଦିତ ହୋଇପାରନ୍ତି । ଯେତେ ବିପଦ ଆସିଲେ ବି ନୀତିଭ୍ରଷ୍ଟ ହେବେ ନାହିଁ । ବିଭିନ୍ନ ଦିଗରୁ ଧନାଗମ ହେବ । କଳାଧନର ଅଧିକାରୀ ହେବେ । ସ୍ୱାସ୍ଥ୍ୟକୁ ଜଗି ଚଳିବେ ।
ଘାତଚନ୍ଦ୍ର ଥାଇବି; ନିର୍ଭୟରେ କାର୍ଯ୍ୟ କରିବେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ ।
କାର୍ଯ୍ୟ ଚାଲୁ ଥିବା ଅବସ୍ଥାରେ ଅଟକି ଯାଇପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । କନ୍ୟାଠାରୁ ଉପକାର ମିଳିବ ।
ମନ ପ୍ରସନ୍ନ ରହିବ । ଶୁଭ ସମାଚାର ପାଇ ପ୍ରଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସୁସମ୍ୱାଦ ମିଳିପାରେ । କରିତ୍‌କର୍ମା ହେବେ । ଜନାଦୃତ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ଯୋଗ ଅଛି ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଶୁଭ ସମାଚାର ମିଳିବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ ।
ସୁଯୋଗର ଉପଯୋଗ କରି ଆଶ୍ୱସ୍ତି ଲାଭ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବିନିଯୋଗ କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଧର୍ମ ମାର୍ଗରେ ପରିଚାଳିତ ହେବେ ।
ଭଲ କାମ କରିବାକୁ ଯାଇ ମନ୍ଦ ଲକ୍ଷଣ ଦେଖାଦେଲେ ଧର୍ମ ରକ୍ଷା କରି ଓ ଧୈର୍ଯ୍ୟ ଧରି କାର୍ଯ୍ୟ କରି ଚାଲିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ଆଶଙ୍କା ଅଛି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ ।
ବନ୍ଧୁ ମିଳନ ଘଟିପାରେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ସୁସ୍ଥ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments