OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 7th April 2021

Odia Rashiphala

Odia Rashiphala

ସୁଖ ସମ୍ମାନ ଲାଭ କରିପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟିବ । ଧନାଗମର ସୂଚନା ମିଳୁଛି । ସରକାରୀ ସାହାଯ୍ୟ ପାଇପାରନ୍ତି । ଯାନବାହନ ସୁଖ ମିଳିବ । ବିଦ୍ୟାର୍ଥୀ ପରିଶ୍ରମୀ ହେବେ । ମହିଳାଙ୍କର ସୁଖ ଭୋଗ ଅଛି ।
ପଦ ପଦବୀରେ ମଣ୍ଡିତ ହୋଇପାରନ୍ତି । ଯାନବାହନ ସୁଖ ଅଛି । ଜନ ହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି । ବିଦ୍ୟାର୍ଥୀ ସଫଳ ହେବେ । ମହିଳା ସୁଖୀ ହେବେ ।
ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପରୋପକାରୀ ହେବେ । ବ୍ୟବସାୟ ପ୍ରତିଦ୍ୱନ୍ଦିତାମୂଳକ ହେବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଭାତୃ ବିବାଦ ଦେଖା ଦେଇପାରେ । ବିଦ୍ୟାର୍ଥୀ ଉଦ୍ୟମୀ ହେବେ । ମହିଳା କର୍ମ ନିପୁଣା ହେବେ ।
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ବନ୍ଧୁଙ୍କଠାରୁ ସାହାଯ୍ୟ ପାଇ ଉପକୃତ ହେବେ । ବ୍ୟବସାୟରେ ନୂତନ ପନ୍ଥା ଅବଲମ୍ବନ କରି ଲାଭବାନ୍ ହୋଇପାରନ୍ତି । ବିଦ୍ୟାର୍ଥୀ ମନଯୋଗୀ ହେବେ । ମହିଳାଙ୍କର ଶୁଭଦିନ ।
ଶତ୍ରୁ ବିଜୟୀ ହେବେ । ମାନସିକ ଶାନ୍ତି ମିଳିବ । ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି । ବିଦ୍ୟାର୍ଥୀଙ୍କୁ ସୁଖ ମିଳିବ । ମହିଳା କୃତକାର୍ଯ୍ୟ ହେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି ।
କର୍ମକ୍ଷେତ୍ରରେ ସହଯୋଗ ପାଇ ଖୁସି ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି । ବିଦ୍ୟାର୍ଥୀ ମନଯୋଗୀ ହେବେ । ଦୁଃସାହସୀ ହୋଇପାରନ୍ତି ।
ଦିଅଁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । କାର୍ଯ୍ୟରେ ଆଗକୁ ବଢ଼ିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ମାନସିକ ଶାନ୍ତି ମିଳିବ । ଆୟ ବ୍ୟୟ ପ୍ରାୟ ସମାନ ହେବ । ଲୋକସଂପର୍କ ବୃଦ୍ଧି ପାଇବ । ବିଦ୍ୟାର୍ଥୀଙ୍କର ଶୁଭଫଳ । ମହିଳା ଦୃଢ଼ମନା ହେବେ ।
ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟର ସ୍ଥିତି ମଜଭୁତ ରହିବ । କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ସୁସ୍ଥ ଓ ନିରାମୟ ରହିବେ । ବିଦ୍ୟାର୍ଥୀମାନେ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ । ମହିଳାମାନେ କର୍ମଯୋଗୀ ହେବେ ।
ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ବହନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୀତିନିଷ୍ଠ ହେବେ । ବିଦ୍ୟାର୍ଥୀମାନେ ଉପକୃତ ହେବେ । ମହିଳାମାନେ ସୁଖଭୋଗ କରିବେ ।
ସୁଖ ସମ୍ମାନ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ । ମହିଳାମାନେ ସୁଖୀ ହେବେ ।
ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ଆୟ ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । ସୁସ୍ଥ ରହିବେ । ମନୋବଳ ଦୃଢ଼ ରହିବ । କର୍ମଯୋଗୀ ହୋଇପାରନ୍ତି । ମହିଳାମାନେ ବିବେକୀ ହେବେ । ବିଦ୍ୟାର୍ଥୀ ସୁଖୀ ହେବେ ।
ଭୂମିଲାଭର ସୂଚନା ମିଳୁଛି କର୍ମକ୍ଷେତ୍ର ଶୁଭଦାୟକ ହେବ । ଉପାର୍ଜନ ଅଧିକ ହୋଇପାରେ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଲୋକପ୍ରିୟତା ବୃଦ୍ଧି ପାଇବ । ଯାନବାହନ ସୁଖ ମିଳିବ । ବିଦ୍ୟାର୍ଥୀଙ୍କର ଶୁଭଫଳ । ମହିଳାମାନେ ଶାନ୍ତି ପାଇବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments