OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 4th Sep 2019

Odia Rashiphala

Odia Rashiphala

ଭ୍ରାତୃ ସ୍ନେହୀ ହେବେ । ବିଭିନ୍ନ ସ୍ତରରୁ ଆଦର ମିଳିବ । ସମ୍ମାନିତ ହୋଇପାରନ୍ତି । ଯେକୌଣସି ସୂତ୍ରରୁ ଧନାଗମ ହୋଇପାରେ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ସୁପାରିସ ପାଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ।
ଧୈର୍ଯ୍ୟଧରି ପାରିଲେ କୃତକାର୍ଯ୍ୟ ହେବେ । ବନ୍ଧୁ ସୁଖ ମିଳିପାରେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁର ମୁକାବିଲା କରି ପରାସ୍ତ କରିପାରନ୍ତି । ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରି ଆତ୍ମତୃପ୍ତି ଲାଭ କରିବେ ।
ଧର୍ମ ଭାବନାରୁ ଶାନ୍ତି ମିଳିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ସମ୍ମାନିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ସୁସମ୍ୱାଦ ପାଇବେ । ସନ୍‌ମାର୍ଗୀ ହୋଇ ମହାଧନ ପ୍ରାପ୍ତ ହେବେ ।
ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ସଫଳତା ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ । ମଧ୍ୟମ ଧରଣର ଶୁଭଫଳ ପାଇବେ । ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ । କୃଷିଖେତକୁ ସଜାଡ଼ିବେ । ଯାନବାହନ ସୁଖ ମିଳିବ ।
ପିଲାମାନଙ୍କ ପଢ଼ାପଢ଼ିରେ ସନ୍ତୋଷ ବ୍ୟକ୍ତ କରିପାରନ୍ତି । ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି । ମନରେ ପ୍ରସନ୍ନତା ଦେଖାଦେବ । ପ୍ରତିଯୋଗିତାରେ ବିଜୟୀ ହେବେ । କର୍ମକ୍ଷେତ୍ର ସଫଳମୟ ହେବ । ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ପାରିବାରିକ ସୁଖ ପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ରୁଚିକର ଭୋଜନ ମିଳିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ । ଧନାଗମ ହେବ ।
ଆଶାବାଦୀ ହେବେ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ମନ ପ୍ରସନ୍ନ ରହିବ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ ।
ନିଷ୍ଠାପର ଭାବେ ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ମିଳିବ ଓ ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଶାସ୍ତ୍ରପଟୁ ହୋଇପାରନ୍ତି । ପୁଣ୍ୟଦେହୀ ହେବେ । ସୁବର୍ଣ୍ଣାଦିଯୁକ୍ତ ହେବାର ସୂଚନା ମିଳୁଛି । ରାଜବଂଶ ପୂଜିତ ହୋଇପାରନ୍ତି । ।
ସତ୍‌ପ୍ରେରଣା ପାଇ ଉତ୍‌ଫୁଲ୍ଲିତ ହେବେ । ଆଦର ମିଳିବ । ସମ୍ମାନିତ ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ଲାଭ କରିବେ । ଜନପ୍ରିୟ ହେବେ । କରିତ୍‌କର୍ମା ହୋଇପାରନ୍ତି ।
ନିର୍ଭୟରେ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହୋଇପାରେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଭାଗ୍ୟର ପରିବର୍ତ୍ତନ ଘଟିବ । ପତ୍ନୀଙ୍କ ସହାୟତା ମିଳିବ ।
କଳହଠାରୁ ଦୂରେଇ ରହିବେ । ସେବା ମନୋଭାବର ହୋଇପାରନ୍ତି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଉପୁଜି ଥିବା ସମସ୍ତ କ୍ଳେଶ ଦୂର ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହେବେ ।
ଶୁଭ ସମାଚାର ପାଇ ଖୁସି ହେବେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments